🌷🌹🌷💐ଆଜିର ରାଶିଫଳ🌹🌷💐~~~~~*ଅଦ୍ୟ ଜୁନ ୦୫ ତାରିଖ ୨୦୨୦ମସିହା(ଶୁକ୍ରବାର)*ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୭ସମ୍ବତ୍ସର -ଆନନ୍ଦୋଜ୍ୟେଷ୍ଠ-ଶୁକ୍ଳପକ୍ଷତିଥି -ପୂର୍ଣ୍ଣିମା ରାତ୍ରି ଘ୧୨/୫୪ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର-ଅନୁରାଧା ଦିବା ଘ୦୪/୩୭ ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ଚନ୍ଦ୍ର- ବିଛାଯୋଗ-ସିଦ୍ଧିକରଣ-ବିଷ୍ଠିସୂର୍ଯ୍ୟ -ବୃଷ ୨୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୧୦/୫୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୩୯ ଯୋଗିନୀ ବାୟବ୍ୟେ ରାତ୍ରି ଘ୧୨/୫୪ ଗତେ ପୂର୍ବେ ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ପୂର୍ଣ୍ଣିମାର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ କାଳବେଳା ଓ ବାରବେଳା- ଦିବା ଘ୦୮/୨୬ଗତେ ଘ୧୧/୪୦ମଧ୍ୟେ ଅମୃତବେଳା-ଦିବା […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ ମାସର ଶନିବାର ଓ ରବିବାର ବନ୍ଦ ରହିବ ମୋ ବସ୍ ସେବା। ସପ୍ତାହକୁ ୨ ଦିନ ଶଟ୍ଡାଉନ ଅବସରରେ ବନ୍ଦ ରହିବ ବସ୍ ସେବା। ଏନେଇ ମୋ ବସ ଚଳାଚଳ ଦାୟିତ୍ୱ ନେଇଥିବା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛିଓଡ଼ିଶାରେ କରୋନା ସ୍ଥିତିକୁ ଦେଖି ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ(ଶନିବାର ଓ ରବିବାର) ଶଟ୍ଡାଉନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଦୁଇ ଦିନ […]
ଭୁବନେଶ୍ୱର(ଉଲାପ୍ର): ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗ ଆସିବାପରେ କୋଭିଡ୍ ପରିଚାଳନାର ଅତିରିକ୍ତ ଦାୟିତ୍ୱରେ ଥିବା ୧୦ଜଣ ଆଇଏଏସଙ୍କୁ ହଟାଇ ରାଜ୍ୟ ସରକାର ହଟାଇ ଦେଇଛନ୍ତି। କୋଭିଡ୍ ପରିଚାଳନା ସାମଗ୍ରୀ କ୍ରୟ ନିମନ୍ତେ ଗଠିତ ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟିରୁ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଗତ ୧ ତାରିଖରେ ହଟାଯିବା ପରେ ଆଜି ଅନ୍ୟ ୯ଜଣ ଆଇଏଏସଙ୍କୁ ମଧ୍ୟ ରାଜ୍ୟ ସରକାର ଅବ୍ୟାହତି ଦେଇଛନ୍ତି।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, […]
ଆଠଗଡ ବିକାଶ ପରିଷଦ ତରଫରୁ ବିଶ୍ବ ପରିବେଶ ଦିବସ ପାଳିତଆଠଗଡ଼,(ଉଲାପ୍ର)ଆଠଗଡ ବିକାଶ ପରଷଦ ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ସ୍ଥାନୀୟ ଉତ୍ତରାଚଣ୍ଡି ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି ଅବସରରେ ପରିଷଦର ସଭାପତି ରାମନାରାୟଣ ମହାନ୍ତି ଙ୍କ ସହିତ ଆଠଗଡ ଓକିଲ ସଂଘର ସଭାପତି ବିଷ୍ଣୁ ପ୍ରସାଦ ସାହୁ , ବରିଷ୍ଠ ଆଇନିଜିବି ଅନିଲ ମହାପାତ୍ର ଅତିଥୀ ଭାବେ ଯୋଗ ଦେଇ ବିଭିନ୍ନ ଓୌଷଧିୟ ବୃକ୍ଷ ରୋପଣ […]
(ଉଲାପ୍ର)ଭକ୍ତ ଆଉ ଭଗବାନ ଏକାଠି, ହେଲେ ଭକ୍ତ ଆଜି ଅଲଗା ଆଉ ଭଗବାନ ଆଜି ଅଲଗା,ଦେବସ୍ନାନ ପୂର୍ଣ୍ଣିମା ରେ ଭକ୍ତ ଆଜି ଗୁମୁରି କାନ୍ଦୁଛି,ଏଦୃଶ୍ୟ ହେଉଛି ଆଠଗଡ ସହର ଅଟ୍ଟାଳି ଜଗନାଥଙ୍କ ର,ଗୋଟିଏ ପଟେ କୋଟି ମାନସର ଦେବତା ମହାପ୍ରଭୁ ଜଗନ୍ନାଥ ସ୍ନାନପୁର୍ଣିମା ରେ ଏକା ଏକା ଭକ୍ତବିନା ସ୍ନାନ ମଣ୍ଡପକୁ ଯାଉଛନ୍ତି ସ୍ନାନ କରିବା ପାଇଁ, ଅନ୍ୟପଟେ ମନ୍ଦିର ଗେଟରେ ତାଲା ପଡିଥିବା ବେଳେ ଗେଟ ବାହାରେ ଭକ୍ତ ହାତରେ ଘିଅ ଦୀପ,ଭୋଗ ଧରି କାଳିଆକୁ […]
ମିରଟ : ସାରାଦେଶ କରୋନା ଭାଇରସ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଉତ୍ତରପ୍ରଦେଶର ମିରଟରେ ଏକ ଅଜବ ଘଟଣା ଘଟିଛି । ଲୋକମାନଙ୍କଠାରୁ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ନମୁନାକୁ ମାଙ୍କଡ଼ମାନେ ନେଇଯାଇଛନ୍ତି । ଏହାକୁ ନେଇ ଅଂଚଳରେ ହଇଚଇ ସୃଷ୍ଟି ହୋଇଛି ।ଘଟଣାଟି ଘଟିଛି ମିରଟ ମେଡିକାଲ କଲେଜରେ । ମିଳିଥିବା ସୂଚନା ମୁତାବକ ଜଣେ ଲାବରେଟୋରୀ ଟେକନିସିଆନ କରୋନା ସଂଦିଗ୍ଧମାନଙ୍କ ଠାରୁ ସ୍ବାବ ନମୁନା ନେଇ ମେଡିକାଲ କଲେଜ ପରିସରରେ ଯାଉଥିବାବେଳେ ହଠାତ ମାଙ୍କଡ଼ ଦଳ […]
ଚିଚୌଲି (ମଧ୍ୟପ୍ରଦେଶ): ଶିବଙ୍କର ତ ସହସ୍ର ନାମ । କିଏ କେଉଁ ନାଁରେ ଆରାଧନା କରେ ତାହା କହିବା ଅସମ୍ଭବ । ହେଲେ ମଧ୍ୟପ୍ରଦେଶର ଏକ ଥାନା ପରିସରରେ ମହାଦେବ ମନ୍ଦିରର ନାମ ରଖାଯାଇଛି କରୋନା ମହାଦେବ । ଜଣେ ପୁଲିସ ଅଧିକାରୀ ଏହାକୁ ସ୍ଥାପନ କରିଛନ୍ତି । ଆଉ କରୋନା ମହାଦେବଙ୍କ କୃପାରୁ ଏହି ଅଞ୍ଚଳରେ ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇ ନାହାନ୍ତି ବୋଳି ସଂପୃକ୍ତ ପୁଲିସ ଅଧିକାରୀ ଦାବି କରିଛନ୍ତି । ଏହି […]
ଭୁବନେଶ୍ବର : ରାଜ୍ୟ ବାହାରୁ ଔଷଧୀୟ ସାମଗ୍ରୀ ମଗାଇ ଅକଳରେ ପଡ଼ିଥିବା ରାଜ୍ୟ ଔଷଧ ନିଗମ ଆଜି ପିପିଇ କିଟ୍କୁ ଡେଲିଭରି ନେବା ପାଇଁ ରାଜି ହୋଇଛି। ତେବେ ମାସ୍କ ଓ ସାନିଟାଇଜରକୁ ମନା କରି ଦେଇଛି। ଫଳରେ ଯେଉଁସବୁ ଟ୍ରକ୍ ଗୁଡ଼ିକ ମାସ୍କ ଓ ସାନିଟାଇଜର ଆଣିଥିଲେ ସେମାନେ ନିଜ ରାଜ୍ୟକୁ ଫେରିଯିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।ଆଜି ଓଡ଼ିଶା ରାଜ୍ୟ ଔଷଧ ନିଗମର ଏକ ଉଚ୍ଚସ୍ତରୀୟ କମିଟିର ବୈଠକ ବସିଥିଲା। ଏଥିରେ ପିପିଇ କିଟ୍ ପାଇଁ […]