ଠିକ୍ ଖାଦ୍ୟ ନମିଳିବାରୁ ରାଜପଥ ଅବରୋଧ କଲେ ପ୍ରବାସୀ ଓଡିଆ
ଭଦ୍ରକ : ଜାତୀୟ ରାଜପଥ ଅବରୋଧ କରିଛନ୍ତି ପ୍ରବାସୀ ଓଡିଆ । ଭଦ୍ରକ ଜିଲା ୧୬ ନମ୍ବର ଜାତୀୟରାଜପଥର ରିଲିଆନ୍ସ ପେଟ୍ରୋଲ ଟାଙ୍କି ନିକଟରେ ରାସ୍ତା ଉପରେ ବସିଛନ୍ତି ପ୍ରବାସୀ ଓଡିଆ । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ସୂଚନା ଅନୁସାରେ ଗତକାଲି ବରଗଡ ଅଞ୍ଚଳର କିଛି ପ୍ରବାସୀ କୋଇମ୍ବାଟୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସି ଭଦ୍ରକ ଜିଲ୍ଲା ଚରମ୍ପା […]