ମୁଁ କହିଲି ନାମ ପଞ୍ଜିକରଣ କର, ମୋତେ ବାପ-ପୁଅ ମିଶି ବାଡ଼େଇଲେ
ନୟାଗଡ଼ (): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଦୁଇଟି ଅଭାବନୀୟ ଘଟଣା ଘଟିଛି । ସ୍କୁଲ ଗୃହରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲିବାକୁ ବିରୋଧ କରି ଜଣେ ଯୁବକ ସରପଞ୍ଚଙ୍କୁ ଆକ୍ରମଣ କରିଥିବା କରିଥିବା ବେଳେ ନାମ ପଞ୍ଜିକରଣକୁ ନେଇ ଯୁବକଙ୍କ ରୋଷର ଶିକାର ହୋଇ ମାଡ଼ ଖାଇଛନ୍ତି ଆଶାକର୍ମୀ । ରଣପୁର ବ୍ଲକ ଲୋଧାଚୁଆ ପଞ୍ଚାୟତର ରାଜନଗର ଗାଁର ସ୍କୁଲ ଗୃହକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରିବାକୁ ମରାମତି କାମ ଚାଲିଥିବା ବେଳେ ଏହାକୁ ବିରୋଧ […]