ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ କଥାକୁ ବେଖାତିର କଲେ ଆଠଗଡ ରେଞ୍ଜର ଆୟେସା ନିଶା, ସତର ବର୍ଷ ଧରି ଚାକିରୀ କରିଥିବା ପାରା କର୍ମଚାରୀଙ୍କୁ ଲକ ଡାଉନ ବେଳେ ବିଦା କଲେ
ଆଠଗଡ,(ଉଲାପ୍ର)ଆଠଗଡ ବନଖଣ୍ଡ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି,ଆଠଗଡ ରେଞ୍ଜରେ ଚାକିରୀ କରିଥିବା ଦୁଇଜଣ ପାରା କର୍ମଚାରୀ ଙ୍କୁ ଆଠଗଡ ରେଞ୍ଜର ଚାକିରିରୁ ବିଦା କରିଦେଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ସରକାରୀ ବାସଭବନରୁ ମଧ୍ୟ ଲକ ଡାଉନ ବେଳେ ବାହାର କରିଦେଇଛନ୍ତି, ଏଭଳି ହୀନମାନ୍ୟତା ଓ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଆଠଗଡ ରେଞ୍ଜରେ, ଢ଼ାଇପୁର ଗ୍ରାମର ମଦନ ମୋହନ ରାଉତ ଦୀର୍ଘ ସତର ବର୍ଷ ଧରି ଆଠଗଡ ରେଞ୍ଜରେ ପାରା କର୍ମଚାରୀ […]