କରୋନା ଯୋଗୁଁ ପ୍ରଭାବିତ ହେବ ଭାରତୀୟ ଅର୍ଥନୀତି, ସହାୟତା ପ୍ୟାକେଜ ସଂପର୍କରେ ସରକାରଙ୍କ ବିଚାର

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଅର୍ଥନୀତି ଏକ ବଡ଼ ଧରଣର ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି । ଏହାକୁ ଦୃଷ୍ଟିରେ ରଖି ଚୀନ, ଆମେରିକା, ଫ୍ରାନ୍ସ, ଜର୍ମାନି, ଅଷ୍ଟ୍ରେଲିଆ ପ୍ରଭୃତି ଦେଶ ନିଜ ନିଜର ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଅର୍ଥନୈତିକ ପ୍ୟାକେଜ ଘୋଷଣା କରୁଛନ୍ତି । ଭାରତ ଏପର୍ଯ୍ୟନ୍ତ କୌଣସି ପ୍ୟାକେଜ ଘୋଷଣା କରିନଥିଲେ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ମାର୍ଚ୍ଚ ୧୯ ତାରିଖ ୨୦୨୦ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -କୃଷ୍ଣପକ୍ଷ ତିଥି – ଏକାଦଶୀ ନକ୍ଷତ୍ର-ଉତ୍ତରାଷାଢା ଦିବା ଘ୦୩/୨୮ ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା ଚନ୍ଦ୍ର-ମକର ଯୋଗ-ପରିଘ କରଣ-ବବ ସୂର୍ଯ୍ୟ -ମୀନ ୦୬ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୫୫/୦୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୫୦ ଯୋଗିନୀ ଅଗ୍ନିକୋଣେ ନିଃ ଘ୦୫/୫୪ ଗତେ ନୈଋତେ ସିଂହ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ ଏକାଦଶୀର ଏକୋଦିଷ୍ଠ ଓ […]

‘କରୋନା’ ବିରୋଧରେ କଳାକାର

ଭୁବନେଶ୍ୱର (୧୮/୦୩/୨୦୨୦) (ବ୍ୟୁରୋ)ରାତି ହେଲେ ରଙ୍ଗୀନ ଆଲୁଅରେ ସେମାନେ ଜଲୱା ଦେଖାନ୍ତି। ଷ୍ଟେଜ୍‌ ଦୁଲୁକେ, ଆଉ ଦର୍ଶକଙ୍କ ତାଳି ବର୍ଷା ହୁଏ। ହେଲେ ଆଜି ‘କରୋନା’ ପାଇଁ ସବୁ କିଛି ଠପ୍‌ ହୋଇଯାଇଛି। ‘କରୋନା’ର ମୁକାବିଲା ପାଇଁ ସେମାନେ ମଞ୍ଚ ଛାଡ଼ି ଦେଇଛନ୍ତି ଯୁଦ୍ଧଂ ଦେହି ଡାକରା। ସେମାନେ ଗାଁରେ ଲୋକଙ୍କୁ ‘କରୋନା’ ନେଇ ସଚେତନତା କରିବା ସହିତ ବାଣ୍ଟିଛନ୍ତି ମାସ୍କ ଓ ସାବୁନ। ‘କରୋନା’କୁ ମହାମାରୀ ରୂପେ ଘୋଷଣା ପରେ ରାଜ୍ୟ ସରକାର ଗତ ୧୩ […]

କାଲିଠାରୁ ସିବିଏସ୍‌ଇର ସମସ୍ତ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର(): ‘କରୋନା’ ପାଇଁ ଆସନ୍ତାକାଲିଠାରୁ ହେବାକୁ ଥିବା ସମସ୍ତ CBSE ପରୀକ୍ଷା ସ୍ଥଗିତ ରହିଛି। ୩୧ ତାରିଖ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।  ‘କରୋନା’ ସତର୍କତା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ CBSE ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୧୯ରୁ ୩୧ ମଧ୍ୟରେ ହେବାକୁ ଥିବା ପରୀକ୍ଷାର ତାରିଖ ପରେ ଘୋଷଣା କରାଯିବ ବୋଲି CBSE ପକ୍ଷରୁ କୁହାଯାଇଛି। ‘କରୋନା’ ସଂକ୍ରମମ ରୋକିବାକୁ CBSE ଏହି ପଦକ୍ଷେପ […]

ବିଦ୍ୟୁତ ଆଘାତରେ ଯୁବକ ଭିନ୍ନକ୍ଷମ ଘଟଣା : ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ବିଦ୍ୟୁତ୍ ଆଘାତରେ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଯାଇଥିବା ଜଣେ ଯୁବକଙ୍କୁ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର ନିର୍ଦେଶ ଦେଇଛନ୍ତି। କ୍ଷତିପୂରଣ ବାବଦ ଅର୍ଥ ଦୁଇମାସ ମଧ୍ୟରେ ପ୍ରଦାନ କରିବାକୁ ଆୟୋଗ ସଦସ୍ୟ ଜଷ୍ଟିସ ରଘୁବୀର ଦାଶ ରାଜ୍ୟ ଶକ୍ତି ବିଭାଗ ଓ ନେସ୍କୋ ଭଦ୍ରକ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ।ବିବରଣୀରୁ ପ୍ରକାଶ ଯେ ପବିତ୍ର ବାରିକ ନେସ୍କୋ ଧାମନଗର ବିଦ୍ୟୁତ ସେକସନରେ କାମ ଶିକ୍ଷାନବୀସ ଭାବେ ଭାବେ କାମ […]

କରୋନା ପାଇଁ କେହି ଭୟ କରନା, ସଚେତନତା କଲେ ଅଭୟ ବାରିକ

ଆଠଗଡ (୧୮/୦୩/୨୦)( ବ୍ୟୁରୋ ) : କରୋନାକୁ କେହି ଭୟ କରନା,ଏଭଳି ଏକ ସଚେତନତା ବାର୍ତ୍ତା ଦେଇଛନ୍ତି ଆଠଗଡ ର ଯୁବସଙ୍ଗଠକ ଅଭୟ ବାରିକ,ସେ ନିଜ ସମର୍ଥକ ମାନଙ୍କୁ ନେଇ ଆଠଗଡ ଚାନ୍ଦବାଲି ଛକ ରେ ଜନସାଧାରଣ ଙ୍କୁ ସଚେତନତା କରିବା ସହିତ ମାସ୍କ ପ୍ରଭୁତି ବଣ୍ଟନ କରିବା ସହିତ ସାନିଟାଇଜର ଲୋକ ମାନଙ୍କ ହାତକୁ ଦେଇ ହାତକୁ ଦେଇଥିଲେ, ରାସ୍ତାରେ ଯାଉଥିବା ଯାତ୍ରୀ ତଥା ବସ ରେ ଯାଉଥିବା ଯାତ୍ରୀ ମାନଙ୍କୁ ଅଟକାଇ ସେମାନଙ୍କ ମୁହଁରେ […]

🌹🌷💐ଆଜିର ରାଶିଫଳ🌹🌷💐

*🌷💐 ଅଦ୍ୟ ମାର୍ଚ୍ଚ ୧୮ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଚୈତ୍ର -କୃଷ୍ଣପକ୍ଷ ତିଥି -ଦଶମୀ ରାତ୍ରି ଘ୦୪/୨୭ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର-ପୂର୍ବାଷାଢା ଦିବା ଘ୦୧/୪୮ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା ଚନ୍ଦ୍ର- ଧନୁ ରାତ୍ରି ଘ୦୮/୧୨ ପର୍ଯ୍ୟନ୍ତ ତଦନ୍ତେ ମକର ଯୋଗ-ବରିୟାନ କରଣ-ବାଣିଜ୍ୟ ସୂର୍ଯ୍ୟ -ମୀନ ୦୫ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୫/୫୫/୫୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୩୦ ଯୋଗିନୀ ଉତ୍ତରେ ରାତ୍ରି ଘ୦୪/୨୪ ଗତେ ଅଗ୍ନିକୋଣେ ତୁଳା ଓ […]

କରୋନା ସତର୍କତା ପାଇଁ ୩୧ ଯାଏଁ ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ ଟେଷ୍ଟ ଉପରେ ଲାଗିଲା ରୋକ

ଭୁବନେଶ୍ୱର: ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନସ ଟେଷ୍ଟ ଉପରେ ଲାଗିଲା ରୋକ ଲାଗିଛି। ପରିବହନ କମିସନର ୧୮ ରୁ ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ଚିଠି ଲେଖିଛନ୍ତି। କରୋନା ଭାଇରସ ସତର୍କତା ପାଇଁ ପରିବହନ ବିଭାଗ ଆସନ୍ତା ୩୧ ତାରିଖ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ କରିଦେଇଛନ୍ତି। ପରିବହନ କାର୍ଯ୍ୟାଳୟରେ ଲୋକଗହଳି ବାରଣ ଲାଗି ଡିଏଲ୍‌ ଟେଷ୍ଟ ସ୍ଥଗିତ କରିଦିଆଯାଇଛି। ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ସମ୍ପାଦନା – ମନୋରଞ୍ଜନ ମହାପାତ୍ର

କରୋନା ସଚେତନତାରେ ସାମିଲ ହେଲେ ଗଣ ମାଧ୍ୟମ ।

କଟକ (୧୭/୦୩/୨୦) (ବ୍ୟୁରୋ): ସବୁ କ୍ଷେତ୍ରରେ ଗଣମାଧ୍ୟମ ଲୋକଙ୍କୁ ସଚେତନ କରାଉଥିବା ବେଳେ ଆଜି କୋରୋନା ଭାଇରସ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା କରିବା ସହିତ ଜନସାଧାରଣ ଙ୍କୁ ସଚେତନ କରାଇବା ପାଇଁ ଆଜି ରାଜ୍ୟରେ ପ୍ରଥମ କୋରୋନା ସଚେତନତା ରେ ସାମିଲ ହେଲା କଟକ ଜିଲ୍ଲା କଣ୍ଟାପଡା ବ୍ଲକ କଣ୍ଟାପଡା ପ୍ରେସ କ୍ଲବ ପକ୍ଷରୁ ଗଡିଲା ସଚେତନତା ରଥ। ନିଆଳୀ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ନିରତାର ନିର୍ଦ୍ଦେଶକ […]

ଆଠଗଡ଼ ପ୍ରଶାସନ ପକ୍ଷରୁ କରୋନା କୋଭିଡ – ୧୯ ମୁକାବିଲା ଲାଗି ସଚେତନତା ପ୍ରସ୍ତୁତି ବୈଠକ ।

: ଆଠଗଡ଼ ତା୧୭/୩ ଆଜି ଉପଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ଅଜାମ୍ବର ମହାନ୍ତି ଙ୍କ ଅଧ୍ୟକ୍ଷତାରେ କରୋନା ସଂକ୍ରମଣ କୋଭିଡ -୧୯ ମୁକାବିଲା ନିମନ୍ତେ ପ୍ରଶାସନିକ ସ୍ତରରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ ଆମେ ସଚେତନତା ହବା ସହିତ ସାଧାରଣ ଲୋକଙ୍କୁ କରୋନା ସମ୍ବଧରେ ସଚେତନତା ସୃଷ୍ଟି କରିବା, ସରକାର ଯେଉଁ ଆଦେଶନ।ମ। ଅନୁଯାୟୀ ସର୍ବସାଧାରଣଙ୍କ ସ୍ଥାନରେ ଏକତ୍ରିତ ନ ହେବା ପାଇଁ ଅନୁରୋଧ କରିଥିଲେ ।ଲୋକମାନେ ହାର।ସ ନହୋଇ […]