ସ୍ଵଛ ଭାରତ ଅଭିଯାନ ନେଇ ସଚେତନ କଲେ ବିଡ଼ିଓ
ଫୁଲବାଣୀ (ସୁନୀଲ ପଟନାୟକ )ନିଜେ ହାତରେଝାଡୁ ଧରି ସଫେଇ କରି ଲୋକଙ୍କୁ ପୁଣି ସଚେତନ ର ବାର୍ତ୍ତା ଲୋକଙ୍କ ନିକଟରେ ପହଂଚାଇବା ପାଇଁ ପ୍ରୟାସ କରିଛନ୍ତିକନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର lଅଫିସ ଛୁଟିଥିବାରୁ ସକାଳୁ ସକାଳୁ ବିଡ଼ିଓ ପାତ୍ର ସୀମନବାଡୀ ରେ ପହଂଚି କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ସାଥିରେ ନେଇ ସଫେଇ ଆରମ୍ଭ କରିଥିଲେl ସୀମନବାଡୀ ବଜାର ଠୁ ଆରମ୍ଭ କରି ଶିବ ମନ୍ଦିର ରୋଡ଼, ସାହୁ ନଗର, ଜଗନ୍ନାଥ […]