ମହିଳା କ୍ୟାଡର ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି (): ମାଲକାନଗିରି ଏସ୍ପିଙ୍କ ନିକଟରେ ଆଜି ଜଣେ ମହିଳା ନକ୍ସଲ କମାଣ୍ଡର ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଦେବେ ସୋଡ଼ି। ସେ ସିପିଆଇ ନକ୍ସଲ ଦରଭା ଡିଭିଜନରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ସୁକୁମା ଜିଲ୍ଲା ଗାଦିରାଜ ଥାନା ଅନ୍ତର୍ଗତ କୁସରାଜ ଗାଁରେ।ଦେବେ ସୋଡ଼ି ୨୦୧୨ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ପାର୍ଟିର ଏରିଆ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଧରାଇଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ […]