କୋରୋନା : କର୍ମସ୍ଥଳୀ ପାଇଁ ଆଡଭାଇଜରି ଜାରି କଲେ ଏସଆରସି
ଭୁବନେଶ୍ୱର(ଉଦୟ ଲାବଣ୍ୟ ): ଭାରତରେ କୋରୋନା ଭାଇରସ(ସିଓଭିଆଇଡି-୧୯) ଚିହ୍ନଟ ହେବାପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କର୍ମସ୍ଥଳୀରେ ସତର୍କ ରହିବା ପାଇଁ ଆଜି ଆଡଭାଇଜରି ଜାରି କରାଯାଇଛି। ଏବେ ୭୫ଟି ଦେଶରେ କୋରୋନା ଭାଇରସ୍ ଚିହ୍ନଟ ହୋଇଥିବାବେଳେ ଏଥିରେ ପୀଡ଼ିତ ହେଉଥିବା ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ କୌଣସି ଔଷଧ କିମ୍ବା ଇଞ୍ଜେକସନ୍ ଉପଲବ୍ଧ ହୋଇପାରି ନାହିଁ। ତେଣୁ ପ୍ରତିଷେଧକ ହିଁ ସବୁଠୁ ଭଲ ଉପାୟ ବୋଲି ଏସଆରସି କହିଛନ୍ତି। ବୟସ୍କ ଲୋକମାନେ ସର୍ବାଧିକ କୋରୋନା ଭାଇରସରେ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































