ଏପ୍ରିଲ ୫ରୁ ୩୬ତମ ଭୁବନେଶ୍ୱର ପୁସ୍ତକ ମେଳା
ଭୁବନେଶ୍ୱର : ଆସନ୍ତା ଏପ୍ରିଲ ମାସ ୫ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ୍- ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ‘ଭୁବନେଶ୍ୱର ପୁସ୍ତକ ମେଳା କମିଟି’ ପକ୍ଷରୁ ରାଜ୍ୟର ସର୍ବବୃହତ୍ ପୁସ୍ତକ ମେଳା ଅନୁଷ୍ଠିତ ହେବ । ଦଶ ଦିନ ବ୍ୟାପୀ ହେବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପୁସ୍ତକ ପ୍ରକାଶନୀ ସଂସ୍ଥା ଯୋଗ ଦେବେ ।‘ଭୁବନେଶ୍ୱର ପୁସ୍ତକ ମେଳା କମିଟି’ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ୩୬ତମ ପୁସ୍ତକ […]