*👉ବ୍ରହ୍ମପୁର ଗୋଳନ୍ଥରାର ମେଣ୍ଡରାଜପୁର ଗାଁରେ ବସ୍‌ ଟ୍ରାଜେଡି ଘଟଣା: ମେଣ୍ଡରାଜପୁର ଗାଁରେ ପହଞ୍ଚିଲେ ୩ ଜଣ ମନ୍ତ୍ରୀ, ମନ୍ତ୍ରୀ ଅଶୋକ ପଣ୍ଡା, ପଦ୍ମନାଭ ବେହେରା ଓ ଦିବ୍ୟଶଙ୍କର ମିଶ୍ର, ୧୦ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେଲେ*

*👉#ଧାରଣାରୁ_ଉଠିଲେ_ଅନୁପ_ସାଏଙ୍କ_ପରିବାର* *ସୁରକ୍ଷା ଓ ସିବିଆଇ ତଦନ୍ତ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଥିଲେ । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ ;କହିଲେ, ଯାହା ବି ଦାବି ଅଛି ଗୃହ ବିଭାଗକୁ ଜଣାଇବି । ପ୍ରତିଶ୍ରୁତି ପାଇବା ପରେ ଧାରଣାରୁ ଉଠିଲେ*

*👉ସୋର : ଦୁର୍ନୀତି ଅଭିଯୋଗରେ ଉତ୍ତରେଶ୍ୱର ସେବା ସମବାୟ ସମିତି ସିଲ୍ , ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସିଲ୍ ହେଲା ସେବା ସମବାୟ ସମିତି । ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ସୋର ବ୍ଲକର ଶତାଧିକ ଚାଷୀ । ଚାଷୀଙ୍କ ଠାରୁ ଧାନଗ୍ରହଣ କରାଯାଉନଥିବା ନେଇ ଚାଷୀଙ୍କ ଅଭିଯୋଗ*

*👉ରାସ୍ତାରେ ଅଳିଆ ଗଦାଉଥିବା ଘର ମାଲିକଙ୍କ ବିରୋଧରେ ପଦକ୍ଷେପ, ପୁରୁଣା ଭୁବନେଶ୍ୱର ଅଞ୍ଚଳର ଘର ମାଲିକଙ୍କ ବିରୋଧରେ ପଦକ୍ଷେପ,ବୋଇତାଳି ମନ୍ଦିର ନିକଟରେ କଡ଼ା ପଦକ୍ଷେପ ନେଲା BMC,JCB ଲଗାଇ ଗଦା ହୋଇଥିବା ଅଳିଆକୁ ପୁଣି ଘରେ ପକାଇଲା BMC*

🔥🔥🔥 ଜଳୁଛି ଜଙ୍ଗଲ ।🔥🔥🔥

ଚମ୍ପୁଆ,୨୨।୨(ବ୍ୟୁରୋ)-ରୌଦ୍ରତାପ ବଢିବା ପରେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଆଗରୁ ସ୍ଥାନୀୟ ଜଙ୍ଗଲଗୁଡିକରେ ନିଅଁ। ଲାଗୁଥିବା ଦେଖିବାକୁ ମିଳୁଥିଲା। କିନ୍ତୁ ଚଳିତ ବର୍ଷ ଫେବୃୟାରୀରେ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନର ଗୁଳୁଦିପଶି ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିଲା। ଶୁଖିଲା ପତ୍ର ଓ ପବନ ଦ୍ୱାରା ଏହି ନିଆଁ ଚାରିଆଡ଼କୁ ବ୍ୟାପୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ […]

*👉ଢେଙ୍କାନାଳ, କନ୍ଧମାଲ ଓ ନୂଆପଡ଼ାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ | ଢେଙ୍କାନାଳ କଣ୍ଟାବଣିଆ NH-୫୫ ନିକଟରେ ରାସ୍ତା ଅବରୋଧ | କଣ୍ଟାବଣିଆରେ ଦୋକାନ ବଜାର ବନ୍ଦ ରହିଛି | CAA, NRC ବିରୋଧରେ ନୂଆପଡ଼ାରେ ବନ୍ଦ ପାଳନ | କନ୍ଧମାଳର ତୁମୁଡ଼ିବନ୍ଧ ଓ ଜି. ଉଦୟଗିରିରେ ବି ବନ୍ଦ ପାଳନ*