23 Feb *👉କଟକରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା: ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ମୁହାଁମୁହିଁ ହେବେ ୨୪ ବିଶ୍ବବିଦ୍ୟାଳୟ, ପଞ୍ଜାବ ବିଶ୍ବବିଦ୍ୟାଳୟ ବିପକ୍ଷରେ କିଟ୍ ପକ୍ଷରୁ ଖେଳିବେ ଋତୁପର୍ଣ୍ଣ ପଣ୍ଡା* admin / 6 years 0 0 min read
23 Feb *👉ପୁରୀ ବଳଙ୍ଗାରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ପୁରୀ ଜିଲ୍ଲାପାଳ, ରେଡ୍କ୍ରସରୁ ତୁରନ୍ତ ୧୦ ହଜାର ଲେଖାଏଁ ଆର୍ଥିକ ସହାୟତା ଦିଆଯିବ, ଫରେଷ୍ଟ ବିଭାଗ କ୍ଷତିପୂରଣର ୧୦% ତୁରନ୍ତ ଦେବାକୁ ପ୍ରକ୍ରିୟା ଆରମ୍ଭ* *ଲୋକେ ଭୟଭୀତ ହୁଅନ୍ତୁ ନାହିଁ, ହାତୀ ପାଖକୁ ଯାଆନ୍ତୁ ନାହିଁ, ଫସଲ ନଷ୍ଟ ହେଲେ ସରକାରୀ ସ୍ତରରେ କ୍ଷତିପୂରଣ ଦିଆଯିବ, ଆଜି ରାତିରେ ହାତୀକୁ ନେବା ପାଇଁ ଖୋର୍ଦ୍ଧା ଓ ପୁରୀ DFOଙ୍କୁ କୁହାଯାଇଛି, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସୂଚନା* admin / 6 years 0 0 min read
23 Feb *ଦିଲ୍ଲୀ : ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଭାରତ । ଇଣ୍ଡିଆ ଗେଟ୍ ଏବଂ ରାଜପଥର ଦ୍ୱିପାଶ୍ୱର୍ରେ ତ୍ରିରଙ୍ଗା ଏବଂ ଆମେରିକା ପତାକା ଉଡୁଥିବାର ଦୃଶ୍ୟ* admin / 6 years 0 0 min read
23 Feb *👉ଗୋଆରେ ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ : ଟ୍ରେନିଂ ସମୟରେ ଜଳିଗଲା ମିଗ୍-୨୯କେ ଏୟାରକ୍ରାଫ୍ଟ । ଦୁର୍ଘଟଣାରୁ ବର୍ତ୍ତିଗଲେ ପାଇଲଟ୍ , ଘଟଣାର ତଦନ୍ତ ନିର୍ଦ୍ଦେଶ* admin / 6 years 0 0 min read
23 Feb *👉ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ : ପୋଲସରାରେ ୩ ଶିଶୁ ନିଆଁରେ ଜଳି ମୃତ୍ୟୁ ଘଟଣା । ପରିବାରକୁ ସମବେଦନା ସହ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ* *ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ : ପୋଲସରାରେ ୩ ଶିଶୁ ନିଆଁରେ ଜଳି ମୃତ୍ୟୁ ଘଟଣା । ପରିବାରକୁ ସମବେଦନା ସହ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ* admin / 6 years 0 0 min read
23 Feb *👉ଖେଳରୁ କାଳ : ୩ ପିଲା ମୃତ , ଗଞ୍ଜାମ ପୋଲସରା ଖରିଛଟାରେ ପୋଡ଼ି ହୋଇ ୩ ପିଲା ମୃତ, ପାଳଗଦାରେ ଖେଳୁଥିବା ବେଳେ ଲାଗିଥିଲା ନିଆଁ , ଇତିଶ୍ରୀ ଜାନି, ସାଇରାମ ଜାନି ଓ ଦୀପକ ଗୌଡ଼ ମୃତ, ଜଣେ ଗୁରୁତର ଏମକେସିଜି ହସ୍ପିଟାଲରେ ଚିକିତ୍ସାଧୀନ* admin / 6 years 0 0 min read
23 Feb *👉କଟକ : କଳାକନା ବୁଲାଇଲେ ଲୁଟେରା , ଜଗତପୁର ତରୋଳରୁ ବଡ଼ଧରଣର ଲୁଟ୍ । ୩୦ ଭରି ସୁନା ସହ ୪୦ ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ । ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୪ ଲୁଟେରା ଲୁଟିଲେ । ଘଟଣାସ୍ଥଳରେ ଜଗତପୁର ଥାନା ପୁଲିସର ତଦନ୍ତ* admin / 6 years 0 0 min read
23 Feb *👉ପିପିଲି : ଦଳିଦେଲା ଦନ୍ତା , ବଳଙ୍ଗା-ଗୋପିନାଥପୁର ଗାଁରେ ହାତୀ ଆତଙ୍କ , ଜଣେ ମୃତ । ଶୌଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତାହାତୀ । ଆଉ ୨ ଜଣ ହାତୀ ଆକ୍ରମଣରେ ସାମାନ୍ୟ ଆହତ । ଘଟଣାସ୍ଥଳରେ ପୁଲିସ ଓ ବନବିଭାଗର ତଦନ୍ତ । ହାତୀକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ* admin / 6 years 0 0 min read
23 Feb *👉ପିପିଲି : ଦନ୍ତାହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା । କ୍ଷତିପୂରଣ ରାଶି ନେଇ ସୂଚନା ଦେଲେ ପୁରୀ ଉପ-ଜିଲ୍ଲାପାଳ । ଆଜି ସକାଳେ ଦନ୍ତାହାତୀ ଆକ୍ରମଣରେ ୩ ଜଣଙ୍କ ହୋଇଥିଲା ମୃତ୍ୟୁ । ୪ ଆହତ ଓ ଜଣେ ଗୁରୁତର ମେଡିକାଲରେ ଚିକିତ୍ସାଧୀନ* admin / 6 years 0 0 min read
23 Feb *👉BJD ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ, ବିଜେଡି କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କଲେ ନବୀନ, ଅଷ୍ଟମ ଥର ପାଇଁ ନାମଙ୍କନ ଭରିଲେ ନବୀନ ପଟ୍ଟନାୟକ* *ନାମାଙ୍କନ ପାଇଁ ୧୦ ପ୍ରସ୍ତାବକ ଓ ୧୦ ସମର୍ଥକ, ୨୪ରେ ଯାଞ୍ଚ ହେବ ନାମାଙ୍କନ ପତ୍ର, ୨୫ରେ ପ୍ରତ୍ୟାହାର, ୨୬ରେ ସଭାପତିଙ୍କ ନାଁ ଘୋଷଣା ହେବ, ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ନାମାଙ୍କନ ଦାଖଲ କଲେ* admin / 6 years 0 0 min read