*👉ମାର୍ଶାଘାଇ : ଦବିଲା ପାରାଦୀପ-ହରିଦାସପୁର ରେଲୱେ ଲାଇନ୍ । ମାର୍ଶାଘାଇ ଗୋସେଇଁବନ୍ଧ ଗାଁ ନିିକଟରେ ଦବିଲା ରେଲୱେ ଲାଇନ୍ । ମାଟି ଦବିବା ସହିତ ସୃଷ୍ଟି ହୋଇଛି ବଡବଡ ଫାଟ । ୨ଟି ଘରର କାନ୍ଥ ଫାଟିଯିବାରୁ ଆତଙ୍କିତ ପରିବାର ଲୋକ*

*🌹🌷💐ଆଜିର ରାଶିଫଳ🌹🌷💐*

🌷💐🌹 ଅଦ୍ୟ ଫେବୃୟାରୀ ୧୩ ତାରିଖ ୨୦୨୦ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ଫାଲଗୁନ -କୃଷ୍ଣପକ୍ଷ ତିଥି – ପଞ୍ଚମୀ ରାତ୍ରି ଘ୦୯/୨୫ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠି ନକ୍ଷତ୍ର-ହସ୍ତା ଦିବା ଘ୧୦/୨୪ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ଚନ୍ଦ୍ର-କନ୍ୟା ରାତ୍ରି ଘ୦୯/୨୫ ପର୍ଯ୍ୟନ୍ତ ତଦନ୍ତେ ତୁଳା ଯୋଗ-ଶୂଳ କରଣ-କୌଳବ ସୂର୍ଯ୍ୟ -କୁମ୍ଭ ୦୧ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୦/୫୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୪୯ ଯୋଗିନୀ ଦକ୍ଷିଣେ ରାତ୍ର ଘ ୦୯/୨୨ଗତେ ପଶ୍ଚିମେ ବୃଷ ରାଶିର […]

ଜଳବାୟୁ ପରିବର୍ତ୍ତନ, ଆଗକୁ କଦଳୀ ହେବ ଆଳୁର ବିକଳ୍ପ

ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନର ଭୟାବହତା ମଣିଷର ଖାଦ୍ୟକୁ ମଧୢ ଗଭୀର ଭାବେ ପ୍ରଭାବିତ କରିବ ବୋଲି ବିଜ୍ଞାନୀମାନେ ଆଶଙ୍କା କଲେଣି। ଏହାର ପରିଣାମ ସ୍ବରୂପ ଭବିଷ୍ୟତ୍‌ରେ କଦଳୀ କୋଟି କୋଟି ମଣିଷଙ୍କର ମୁଖ୍ୟ ଖାଦ୍ୟ ପାଲଟିବ। ତାପମାତ୍ରା ବୃଦ୍ଧି ଯୋଗୁଁ କୃଷି ଓ ପାରମ୍ପରିକ ଫସଲ ପ୍ରଭାବିତ ହେବ। ଶୀତଳ ଜଳବାୟୁରେ ଭଲ ବଢ଼ୁଥିବା ଆଳୁର ଉତ୍ପାଦନ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ଏବ˚ କଦଳୀ ତାହାର ସ୍ଥାନ ନେବ। କାସାଭା(ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ବୃକ୍ଷ)ର […]

ଜଲିଉଡ କୁଇନ୍‌ ଜୁଲି ପଣ୍ଡାଙ୍କୁ ସଂଯୋଗବଶତଃ ମିଳିଥିଲା ନାୟିକାର ଭୂମିକା; ଖଳନାୟିକାରୁ ବନିଲେ ସଫଳ ନାୟିକା

ଭୁବନେଶ୍ବର: ମୁଁ ଯାତ୍ରାରେ ଅଭିନୟ କରିବି। ଲୋକେ ଦେଖିବେ। ସାବାସୀ ଦେବେ। ସ୍କୁଲ୍‌ରେ ପଢ଼ିବା ବେଳେ ଜୁଲି ପଣ୍ଡାଙ୍କୁ ଘାରିଥିଲା ଏଇ ନିଶା। ଏଣେ ବାପା ପୁରୋହିତ। ବ୍ରାହ୍ମଣ ଘରର ରକ୍ଷଣଶୀଳ ପରିବାରରେ ଝିଅଟେ ଯାଇ ଯେ ଯାତ୍ରାରେ ଅଭିନୟ କରିବ, ଏକଥା ଘର ଲୋକ ପସନ୍ଦ କରୁନଥିଲେ। ମାତ୍ର ଜୁଲିଙ୍କ ଏକା ଜିଦ୍‌, ସେ ଅଭିନୟ କରିବେ। ଯେମିତି ତାଙ୍କ ଶିରା ପ୍ରଶିରାରେ କଳାକାରର ରକ୍ତ ପ୍ରବାହିତ ହେଉଥିଲା। ସେତେ‌ବେଳେ ରୁଦ୍ରାଣୀ ଗଣନାଟ୍ୟରେ ଗୀତ ଗାଉଥିବା […]