ନିଆରା ଶିଳ୍ପୀଙ୍କ ହାତର ଯାଦୁ ।

ଆଠଗଡ଼ (୧୨/୦୨/୨୦) : ସ୍ତପତିଙ୍କ କଳା ଦେଖିବାକୁ ଛାତ୍ରଛାତ୍ରୀ ଅପେକ୍ଷା କରିଥିଲେ, ସ୍ତପତି ରବିନାରାୟଣ ରଥ ଆସିଲେ ଆଉ ତାଙ୍କର ହାତର ଯାଦୁ ଦେଖାଇଲେ ଛାତ୍ରଛାତ୍ରୀ ମାନଙ୍କୁ । ଏଭଳି ଏକ ନିଆରା ଶିଳ୍ପୀଙ୍କ କଳା କାରନାମା ଦେଖିବାକୁ ମିଳିଥିଲା ଆଠଗଡ ସହରର ସରକାରୀ ବାଳିକା ବିଦ୍ୟାଳୟ ଓ ବିଶ୍ୱନାଥ ବିଦ୍ୟାପୀଠ ରେ,ମାତ୍ର ୧୫ ମିନିଟ ରେ ରବିନାରାୟଣ ମାଟିରେ ନିର୍ମାଣ କରିଦେଲେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର, ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଜ୍ୟର […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଫେବୃୟାରୀ ୧୨ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ଚତୁର୍ଥୀ ରାତ୍ରି ଘ୧୨/୫୦ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର-ଉତ୍ତରାଫାଃ ଦିବା ଘ୧୨/୩୪ ପର୍ଯ୍ୟନ୍ତ ତଦନ୍ତେ ହସ୍ତା ଚନ୍ଦ୍ର-କନ୍ୟା ଯୋଗ-ଧୃତି କରଣ-ବବ ସୂର୍ଯ୍ୟ -ମକର ୨୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୧/୨୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୫୯ ଯୋଗିନୀ ନୈଋତେ ରାତ୍ର ଘ ୧୨/୦୨ଗତେ ଦକ୍ଷିଣେ ବୃଷ ରାଶିର ଘାତଚନ୍ଦ୍ର କର୍କଟ ରାଶିର ଘାତବାର ଅଦ୍ୟ […]

ହଜିଗଲା ମାନବିକତା, ମୃତଦେହକୁ ରାସ୍ତାକଡରେ ଓହ୍ଲାଇଦେଇ ଚାଲିଗଲା ଅଟୋ ଚାଳକ

ନବରଙ୍ଗପୁର ୧୧।୦୨: ଦୁଇ ଘଣ୍ଟା କାଳ ରାସ୍ତା କଡରେ ପଡ଼ିରହିଲା ମହିଳାଙ୍କ ମୃତଦେହ । ମାନବିକତା ଦେଖେଇଲାନି ଅଟୋ ଚାଳକ ମୃତ ମହିଳାଙ୍କ ପରିବାର ଲୋକ ଶବକୁ ଘରେ ଛାଡ଼ିଦେବାକୁ ଯେତେ କାକୁତି ମିନତୀ ହେଲେ ମଧ୍ୟ ନଶୁଣି ଅତି ନିଷ୍ଟୁର ଭାବେ  ମୃତ ମହିଳାଙ୍କ ଶବକୁ ଅଧା ରାସ୍ତାରେ ଛାଡି ଦେଇଛି । ନବରଙ୍ଗପୁର କୋଶାଗୁମୁଡ଼ା ବ୍ଲକ ବି.ଏମ ସେମେଳାର ଡୁମର ଭତରାଙ୍କ ଝିଅ ଉଷା ଭତରା ଗତ ୪ ଦିନ ଧରି ଅସୁସ୍ଥତା କାରଣରୁ […]

୧୮ ଦିନ ଧରି ପ୍ରଶାସନ ଏ ଫାର୍ସ କରୁଥିଲା କାହିଁକି ? ସଫେଇ କର୍ମଚାରୀ ମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନ ପ୍ରତ୍ୟାହାର ହେଲା ।

୧୮ ଦିନ ପରେ ଆଠଗଡ ଏନ୍ଏସି ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି,ଗତ ୧୮ ଦିନହେଲା ସଫେଇ କର୍ମଚାରୀ ମାନେ ସେମାନଙ୍କର ନ୍ୟାର୍ଯ୍ୟ ଦାବି ନେଇ ଆନ୍ଦୋଳନ ଚଳାଇ ଆସୁଥିଲେ,ହେଲେ ଆଠଗଡ ପ୍ରଶାସନ କିମ୍ବା ଏନ୍ଏସି ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ କୁ ଗୁରୁତ୍ୱ ନଦେଇ ସେମାନଙ୍କ ସହିତ ବାରମ୍ବାର ଆଲୋଚନା ଫସର ଫାଟି ଯାଉଥିଲା,ମଙ୍ଗଳବାର ଦିନ ପ୍ରଶାସନ ପୋଲିସ ସହାୟତା ରେ ଆଠଗଡ ଡ଼ିଏସପି, ଆଇଆଇସି ସହିତ ଆଠଗଡ ଥାନାର ସମସ୍ତ ଷ୍ଟାଫ ଙ୍କ […]

🌹🌷💐ଆଜିର ରାଶିଫଳ🌹🌷💐

ଅଦ୍ୟ ଫେବୃୟାରୀ ୧୧ ତାରିଖ ୨୦୨୦ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ତୃତୀୟା ରାତ୍ରି ଘ୦୩/୦୫ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ପୂର୍ବାଫାଃ ଦିବା ଘ୦୩/୦୪ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଃ ଚନ୍ଦ୍ର- ସିଂହ ରାତ୍ରି ଘ୦୮/୨୪ ପର୍ଯ୍ୟନ୍ତ ତଦନ୍ତେ କନ୍ୟା ଯୋଗ-ଅତିଗଣ୍ଡ କରଣ-ବାଣିଜ୍ୟ ସୂର୍ଯ୍ୟ -ମକର ୨୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୧/୫୩ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୪୫ ଯୋଗିନୀ ଅଗ୍ନିକୋଣେ ରାତ୍ର ଘ ୦୩/୦୫ଗତେ ନୈଋତେ କର୍କଟ ଓ […]

୨୦୦୨ ମସିହାରେ ମୃତ ମହିଳା ୨୦୧୮ରେ ଫାର୍ମ ଖୋଲିବା ପାଇଁ ଭଡ଼ାରେ ଦେଇଛନ୍ତି ଆପାର୍ଟମେଣ୍ଟ ।(ମଲା ଲୋକଙ୍କ ସହ ହୋଇଛି ଘର ଭଡ଼ା ଏଗ୍ରିମେଣ୍ଟ୍ ଏକାଧିକ ମାଫିଆ ଲୁଚିଛନ୍ତି ନେପାଳରେ ୭୨ କୋଟି ଆଦାୟ କରିବାକୁ ୧୩ କମିସନରଙ୍କୁ ‌ଚିଠି)

କଟକ: କମିସନରେଟ୍ ପୁଲିସ ଇଲାକାରେ ରହୁଥିବା ଜଣେ ମହିଳାଙ୍କ ୨୦୦୨ ମସିହାରେ ଦେହାନ୍ତ ହୋଇଯାଇଛି। କିନ୍ତୁ ୨୦୧୮ରେ ଅର୍ଥାତ ୧୬ ବର୍ଷ ପରେ ସମ୍ପୃକ୍ତ ମୃତ ମହିଳା ସ୍କ୍ରାପ୍ ମାଫିଆଙ୍କୁ ନିଜ ଆପାର୍ଟମେଣ୍ଟର ତଳ ମହଲାକୁ ଫାର୍ମ ଖୋଲିବା ପାଇଁ ଭଡ଼ାରେ ଦେଇଛନ୍ତି। ଏଥିପାଇଁ ଅଗ୍ରୀମ ୩୫ ହଜାର ଟଙ୍କା ସେ ନେଇଥିବା ବେଳେ ମାସିକ ୩ ହଜାର ୫୦୦ ଟଙ୍କା ଭଡ଼ା ପାଇଁ ରେଣ୍ଟ ଏଗ୍ରିମେଣ୍ଟ ବି କରିଛନ୍ତି। ଏଗ୍ରିମେଣ୍ଟ ପେପରରେ ମୃତକଙ୍କ ଦସ୍ତଖତ ବି […]

ଚରିତ୍ରକୁ ସନ୍ଦେହ କରି ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ

ନୀଳଗିରି : ବାଲେଶ୍ଵର ଜିଲା ନୀଳଗିରି ବ୍ଲକର ମାଟିଆଳି ପଞ୍ଚାୟତର ଗୋବିନ୍ଦପୁରା ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।  ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ମାରିଦେଇଥିବା ଜଣାପଡିଛି। ମୃତକ ହେଲେ ରବିନ୍ଦ୍ର ସିଂଙ୍କ ସ୍ତ୍ରୀ ସୋମବାରୀ ସିଂ। ଖବରପାଇ ବରମପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।। ବରହମପୁର ପୁଲିସ ଅଭିଯୁକ୍ତକୁ ଅଟକ ରଖିଥିବା ସୂଚନା ମିଳିଛି।

ଦିଲ୍ଲୀ ଦଖଲ ସ୍ୱପ୍ନରେ କେତେ ଟଙ୍କାର ସାମଗ୍ରୀ ଜବତ ହୋଇଛି ? 

୬ ଜାନୁଆରୀରୁ ୫ ଫେବୃଆରୀ । ଅର୍ଥାତ ଗୋଟିଏ ମାସ । ଆଉ ଏହି ଗୋଟିଏ ମାସ ଭିତରେ ଜବତ ହେଲାଣି କୋଟି କୋଟି ଟଙ୍କା । ୬ ଜାନୁଆରୀରେ ଦିଲ୍ଲୀ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଆଉ ତା ପରଠୁ ଦିଲ୍ଲୀ ଦଖଲ ପାଇଁ ଧନ ବଳ, ଅସ୍ତ୍ରଶସ୍ତ୍ର, ମାଦକ ଦ୍ରବ୍ୟ ଓ ସୁନା ଗହଣା ଇତ୍ୟାଦି ଜବତ ହୋଇ ଚାଲିଛି । ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ୫୨ […]

ଉପଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ହାଏ ହାଏ,ଆଠଗଡ ବିଧାୟକ ମୂର୍ଦ୍ଦାବାଦ ରେ କଂପିଲା ଆଠଗଡ

ଆଠଗଡ ସହରରେ ପରିମଳ ସେବା ବିପର୍ଯ୍ୟସ୍ତ, ଚାରିଦିନ ତଳୁ ମରିଥିବା ଷଣ୍ଢ କୁ ଧରି ଶୋଭାଯାତ୍ରା କଲେ ସଫେଇ କର୍ମଚାରୀ,ଉପଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ହାଏ ହାଏ,ଆଠଗଡ ବିଧାୟକ ମୂର୍ଦ୍ଦାବାଦ ରେ କଂପିଲା ଆଠଗଡ ସହର ୧୭ ଦିନ ହୋଇଗଲା ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ,ଆଉ କେତେଦିନ ଚାଲିବ ସଫେଇ କର୍ମଚାରୀ ଙ୍କ ଆନ୍ଦୋଳନ ତାର ଉତ୍ତର ଆଠଗଡ ପ୍ରଶାସନ ପାଖରେ ନାହିଁ,କିଛିଦିନ ତଳେ ଆଠଗଡ ଉପଜିଲ୍ଲାପାଳ ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜନସାଧାରଣ ଙ୍କୁ ଭୁଆଁ […]