ପରିବା ତୋଳିବା ପାଇଁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା
ଢେଙ୍କାନାଳ : ପରିବା ତୋଳିବାକୁ ଯାଇ ମଙ୍ଗଳବାର ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ସଦର ରେଞ୍ଜ ବନାଞ୍ଚଳ ଚାଉଳିଆ ଗାଁରେ ଘଟିଛି। ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ମହିଳା ଜଣଙ୍କ ହେଲେ ବିନତୀ ଷେଣ୍ଢ (୪୨)। ମହିଳା ଜଣଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୂଚନା ଯୋଗ୍ୟ, ଆଜି ଭୋର […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































