ସେକ୍ସ ରାକେଟର ଗୁମର ଖୋଲିଲେ ଦିଦି ଓ ଇବ୍ରାହିମ୍
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଦେହବେପାର ହାଟ। ଆଉ ଏହାର ନେଟ୍ୱର୍କ ଲମ୍ୱିଛି ବାଂଲାଦେଶରୁ ଭୁବନେଶ୍ୱର ଭାୟା କୋଲକାତା। ଏହି ରାକେଟ୍ର କିଙ୍ଗପିନ୍ ହେଉଛନ୍ତି ଅଞ୍ଜଳି ଦିଦି ଓ ଇବ୍ରାହିମ। ଆଜି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଦୁଇ ଜଣଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି। ଏହି ସମୟରେ ପାଇଛି ବହୁ ଚାଞ୍ଚଲ୍ୟକର ତଥ୍ୟ।କିଙ୍ଗପିନ୍ ଅଞ୍ଜଳି ଦିଦିର ରହିଛି ଭାରତୀୟ ପାସପୋର୍ଟ। ଅଞ୍ଜଳି ଦିଦି ବାଂଲାଦେଶୀ ହୋଇଥିବା ବେଳେ କିପରି ଓ କାହା ସାହାଯ୍ୟରେ ହାତେଇ ଥିଲା […]