୪ ମାସରେ ଦେଢ଼କୋଟି ଟଙ୍କାର ବ୍ରାଉନ୍ ସୁଗର ଜବତ; ୫୬ ମାମଲାରେ ୧୦୫ ଗିରଫ
ଭୁବନେଶ୍ୱର: ଗତଚାରି ମାସ ମଧ୍ୟରେ ଦେଢ଼କୋଟି ଟଙ୍କାର ବ୍ରାଉନ୍ ସୁଗର (ଧଳା ଜହର) ଜବତ ହୋଇଥିବା ପୁଲିସ କମିସନ୍ର ସୁଧାଂଶୁ ଷଡ଼ଙ୍ଗୀ ସୋମବାର ସୂଚନା ଦେଇଛନ୍ତି। ଏହି ଚାରି ମାସ ମଧ୍ୟରେ ୧୩୦୨ଗ୍ରାମର ଧଳା ଜହରକୁ କମିସନ୍ରେଟ୍ ପୁଲିସ ଜବତ କରିଛି। ବ୍ରାଉନ୍ ସୁଗର କାରବାରକୁ ରୋକିବା ସହିତ ଅପରାଧୀକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଡ୍ରଗ୍ ଟାସ୍କ ଫୋର୍ସ ଗଠନ କରାଯାଇଥିଲା। ଗତ ଚାରିମାସ ମଧ୍ୟରେ ଏହି ଡ୍ରଗ୍ ଟାସ୍କ ଫୋର୍ସ ବ୍ରାଉନ୍ ସୁଗର କାରବାର […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































