🌷💐🌹 ଅଦ୍ୟ ଜାନୁଆରୀ ୧୭ ତାରିଖ ୨୦୨୦ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ସପ୍ତମୀ ଦିବା ଘ୦୮/୦୫ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର-ଚିତ୍ରା ରାତ୍ର ଘ୦୨/୨୮ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ଚନ୍ଦ୍ର- କନ୍ୟା ଦିବା ଘ୦୩/୦୫ପର୍ଯ୍ୟନ୍ତ ତଦନ୍ତେ ତୁଳା ଯୋଗ-ସୁକର୍ମା କରଣ-ବବ ସୂର୍ଯ୍ୟ -ମକର ୦୩ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୫୭ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୪୩ ଯୋଗିନୀ ବାୟବ୍ୟେ ଦିବା ଘ୦୮/୦୫ଗତେ ଐଶାନ୍ୟେ ବୁଷ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ […]
ମାନବିକ ଅଧିକାର କମିଶନରେ ମାମଲା ଭୁବନେଶ୍ବର : କିଛି ନୂଆ ଓ ଭିନ୍ନ କରିବା ନାଁରେ ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଅଦରକାରୀ ପିଲାଙ୍କୁ ଫୋପାଡିବା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଝୁଲାର ବ୍ୟବସ୍ଥା କରିଥିଲେ। କେବଳ ସେତିକି ନୁହେଁ ଗତ ନଭେମ୍ବର ମାସ ୨୨ ତାରିଖରେ ଜିଲା ଶିଶୁ କଲ୍ୟାଣ ସମିତି (ସିଡବଲ୍ୟୁସି)ର ସଦସ୍ୟ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀମାନଙ୍କୁ ଡାକି ଏହାର ଉଦଘାଟନ ମଧ୍ୟ କରିଥିଲେ । ଏମିତି […]
ଭାରତ ବର୍ଷରେ ଏମିତି ରେଳ ଷ୍ଟେସନ ଅଛି ଯେଉଁଠି ଦିନକୁ ମାତ୍ର ଦୁଇଜଣ ପାସେଞ୍ଜର ଏହି ଷ୍ଟେସନ ରୁ ଟ୍ରେନ ରେ ଉଠନ୍ତି, ସେହି ଷ୍ଟେସନ ରହିଛି ଓଡ଼ିଶାର ବଲାଙ୍ଗୀର ଜିଲା ବିଛୁପାଲି ରେ,ଗତବର୍ଷ ଏହି ବିଛୁପାଲି ରେଳ ଷ୍ଟେସନ କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ, ରେଳ ଷ୍ଟେସନ କୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ ମଧ୍ୟ କାହିଁକି ପାସେଞ୍ଜର ଏହି ରେଳ ଷ୍ଟେସନ ରୁ ଯାଉନାହାନ୍ତି ତାର ଅନୁଧ୍ୟାନ କରିବା ଆବଶ୍ୟକ ରେଳବିଭାଗର,କୋଟିକୋଟି […]
କଟକ: ମାନସିକ ଅସନ୍ତୁଳନର ଶିକାର ହେଲେ ପରୀକ୍ଷାର୍ଥୀର ଏକାଗ୍ରତା ବ୍ୟାହତ ହେବା ସହ ସେ ପରୀକ୍ଷାରେ ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ହୁଏ। ସେ ଦୃଷ୍ଟିରୁ ପ୍ରତ୍ୟେକ ପରୀକ୍ଷାର୍ଥୀ ପରୀକ୍ଷା ପୂର୍ବରୁ ମାନସିକ ଦ୍ୱନ୍ଦ୍ୱମୁକ୍ତ ହେବା ଆବଶ୍ୟକ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ କହିଛନ୍ତି। ଗୁରୁବାର କଟକ ଜିଲ୍ଲା ମୁଣ୍ଡଳୀସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କାଳରେ ସେ ଏହା […]
କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମୁକ୍ତାଦେଇପୁର ଖେଳ ପଡିଆ ରେ ଚତୁର୍ଥ ତମ ରଉସନ୍ ଫୁଟବଲ୍ ମ୍ୟାଚ ଉଦଯାପିତ ହୋଯାଇଅଛି।ଏହି ଟୁର୍ଣ୍ଣାମେଣ୍ଟ 16 ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଫାଇନାଲ ମ୍ୟାଚ କଟକ ଜିଲା ର୍ କଖଡି କ୍ଲବ୍ ଓ ଢେ଼ଙ୍କାନାଳ ର ଶାରଳା କ୍ଲବ୍ ଗୁଣ୍ଡିଚା ପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ରେ କଖଡି କ୍ଲବ୍ ପେନାଲଟି କିକ ଜରିଆରେ ଢେଙକାନାଳ ର ଶାରଳା କ୍ଲବ କୁ […]
କୁକୁଡ଼ାଖଣ୍ଡି: ବ୍ରହ୍ମପୁର ସଦର ଥାନା ଲୋଚାପଡ଼ା ସେବା ସମବାୟ ସମିତି କାର୍ଯ୍ୟାଳୟ ଭିତରୁ ଆଜି ଅପରାହ୍ନରେ ଏହାର ସମିତି ସମ୍ପାଦକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜଗନ୍ନାଥ ପାତ୍ର (୩୫)।ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ଉପକଣ୍ଠରେ ଥିବା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡ଼ା ସେବା ସମବାୟ ସମିତିକୁ ଆଜି ଏହାର ସମ୍ପାଦକ ଜଗନ୍ନାଥ ପାତ୍ର ଓ ତାଙ୍କର ସହଯୋଗୀ ସମ୍ପାଦକ ଅନ୍ୟ ଦିନ ଭଳି ଆଜି ମଧ୍ୟ ଯାଇଥିଲେ। ଅପରାହ୍ନ ୨ଟାରେ ଜଗନ୍ନାଥ ପାତ୍ର […]
ଭୁବନେଶ୍ୱର ୧୬।୦୧ – ସମୀର ମହାନ୍ତି ରାଜ୍ୟ ବିଜେପିର ସଭାପତି ଭାବେ ମନୋନୀତ ହୋଇଛନ୍ତି। ସହମତି ଭିତିରେ ତାଙ୍କ ନାମକୁ ଚୟନ କରାଯାଇଥିବା ସୂଚନା ମିଳିଛି ।: ଆସନ୍ତା ୧୭ରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ ହେବାର ଥିଲା । ସେଥିପାଇଁ ୧୬ ତାରିଖ ୩ଟାରୁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଥାଆନ୍ତା । ସାଢେ ୪ରୁ ସାଢେ ୫ ଯାଏଁ ନାମାଙ୍କନ ପତ୍ର ଦାଖଲ ସହ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା […]