କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ ନିକଟରେ ଏଲ୍ଟିଟି ଏକ୍ସପ୍ରେସ୍ ଛିଡା ହୋଇଥିବା ଏକ ମାଲଗାଡି କୁ ପଛରୁ ପିଟିଛି,ଫଳରେ 50 ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ସୋଇଛନ୍ତି, ସେମାନଙ୍କୁ କଟକ ବଡ଼ ମେଡିକାଲ ରେ ଭର୍ତି କରାଯାଇଛି, ନିର୍ଗୁଣ୍ଡି ରେଳ ଷ୍ଟେସନ୍ ନିକଟ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍ଟିଟି ଏକ୍ସପ୍ରେସ୍ ଆଜି ସକାଳେ ମୁମ୍ବାଇ ରୁ ଭୁବନେଶ୍ୱର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି,୪ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିବା […]
କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ ନିକଟରେ ଏଲ୍ଟିଟି ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ୍ ହୋଇଛି। ନିର୍ଗୁଣ୍ଡି ରେଳ ଷ୍ଟେସନ୍ ନିକଟ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଏଲ୍ଟିଟି ଏକ୍ସପ୍ରେସ୍ ଆଜି ସକାଳେ ଲାଇନ୍ଚ୍ୟୁତ୍ ହୋଇଛି। ୪ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିବା ସୂଚନା ମିଳିଛି,କେଉଁଭଳି ପରିସ୍ଥିତି ରେ ଟ୍ରେନ୍ଟି ଲାଇନ୍ଚ୍ୟୁତ୍ ହେଲା ସେ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। ଏହାସହ କ୍ଷୟକ୍ଷତି ସମ୍ପର୍କରେ ଏବେ ସୁଦ୍ଧା ଜଣାପଡ଼ିନି। ତେବେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି,ତେବେ ପ୍ରାଥମିକ ସୂଚନା ରୁ ଯାହା ଜଣା ପଡୁଛି […]
🌷💐🌹 ଅଦ୍ୟ ଜାନୁଆରୀ ୧୬ ତାରିଖ ୨୦୨୦ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ଷଷ୍ଠୀ ଦିବା ଘ୦୯/୫୮ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ହସ୍ତା ରାତ୍ର ଘ୦୩/୨୮ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ଚନ୍ଦ୍ର- କନ୍ୟା ଯୋଗ-ଅତିଗଣ୍ଡ କରଣ-ବାଣିଜ୍ୟ ସୂର୍ଯ୍ୟ -ମକର ୦୨ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୫୭ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୩୩ ଯୋଗିନୀ ବାୟବ୍ୟେ ଦିବା ଘ୦୮/୦୩ଗତେ ଐଶାନ୍ୟେ ବୁଷ ରାଶିର ଘାତଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତବାର ଅଦ୍ୟ […]
ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ମହିଳା ଏସ୍ଆଇଙ୍କ ଉପରେ ୫-ଟି ଛାଟ ପଡ଼ିଛି। ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ୱାଇଁ ଆଜି ବେଗୁନିଆ ଏସ୍ଆଇ ସୁଜାତା ପଲେଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସୁଜାତା ପଲେଇ ଦୁଇ ଜଣ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ମାଗିବା ସଂପର୍କିତ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏସ୍ପି ଶ୍ରୀ ସ୍ୱାଇଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଭାଇରାଲ ଅଡିଓରୁ ଜଣାପଡ଼ିଛି ଯେ, ଗତ ୧୨ ତାରିଖରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ […]
ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ୍ ଥାନା ଅନ୍ତର୍ଗତ ସିଂହଶାଳ ଗ୍ରାମ ଦେଇ ଯାଇଥବା ରାଜ୍ୟ ରାଜପଥ ଏସ୍ଏଚ୍-୧୦ରେ ସୋମବାର ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ବ୍ୟାଙ୍କ ମ୍ୟାନେଜର ଅବିନାଶ ପାତ୍ରଙ୍କ ମୃତ୍ୟୁ ଘଟିଛି। ବଣାଇ ଥାନା ଅନ୍ତର୍ଗତ କିନ୍ଦିରିକେଲା ଗ୍ରାମର ସ୍ବର୍ଗତ ପାତ୍ର ସମ୍ବନ୍ଧ ବ୍ୟାଙ୍କ ଅନୁଗୁଳ ଶାଖା ମ୍ୟାନେଜର୍ ଭାବେ କାର୍ଯ୍ୟରତ ଥିଲେ। ସେ ସକାଳେ ବ୍ୟାଙ୍କକୁ ବାଇକ୍ରେ ଯାଉଥିବା ବେଳେ ସିଂହଶାଳ ଗ୍ରାମ ନିକଟରେ ତାଙ୍କୁ କୌଣସି ଅଜଣା ଗାଡ଼ି ଧକ୍କା […]
ସେ ଥିଲେ ଅନନ୍ୟ, ଏକାଧାରାରେ କବି, ଲେଖକ, ଦାର୍ଶନିକ ଏବଂ ସମାଜର ବାର୍ତ୍ତା ବାହାକ୍ । ଓଡ଼ିଆ ଜାତିର ଜାତୀୟତାର ସେ ଥିଲେ ଜନକ । ଓଡ଼ିଆ ଭାଷା ପାଇଁ ତାଙ୍କର ଅବଦାନ ଅତୁଳନୀୟ । ଆଠଗଡ ସାହିତ୍ୟ ସମାଜ ତରଫରୁ ମହାତ୍ମା ଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ବ୍ୟାସକବି ଫକୀରମୋହନଙ୍କ 177 ତମ ଜୟନ୍ତୀ ପାଳିତହୋଇଯାଇଛି,ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ସାହିତ୍ୟିକ ସମାଲୋଚକ ପ୍ରଫେସର ଡ଼ ନାରାୟଣ ପଣ୍ଡା ଯୋଗଦେଇ ଫକୀରମୋହନ ନଥିଲେ […]