*👉ନୟାଗଡ଼ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଞ୍ଚାୟତରେ ଅଘଟଣ: ଭତ୍ତା ଆଣିବାକୁ ଯାଇ ବୃଦ୍ଧା ବଦାନୀ ରଣାଙ୍କ ମୃତ୍ୟୁ । PEO ଓ ଅନ୍ୟ କର୍ମଚାରୀଙ୍କୁ ପଞ୍ଚାୟତରେ ତାଲା ପକାଇଲେ ଲୋକେ । କ୍ଷତିପୂରଣ ଦାବିରେ ତାଲା ପକାଇ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ*

*👉ବରଗଡ଼ ଗାଇସିଲାଟ ଥାନା ବାଞ୍ଛା ନଗର ଗାଁରେ ଅଭାବନୀୟ ଘଟଣା; ପତ୍ନୀଙ୍କୁ ପିଟି ପିଟି ହତ୍ୟା ପରେ ପୋଡ଼ି ଦେଲା ସ୍ବାମୀ । ହତ୍ୟା ପରେ ବିଷ ପିଇ ସ୍ବାମୀର ଆତ୍ମହତ୍ୟା ମୃତକ ସ୍ତ୍ରୀ ସୁଶ୍ରୀତା ସାହୁ ଓ ସ୍ବାମୀ ମହେଶ୍ବର ସାହୁ*

ବାଲି ମକର ମେଳା ପାଇଁ ସିଂହନାଥ ପୀଠ ଚଳ ଚଞ୍ଚଳ ।

କଟକ ଜିଲ୍ଲାର ବଡମ୍ବା ବ୍ଲକ ର ମହାନଦୀ ମଧ୍ୟ ସ୍ଥଳରେ ଥିବା ସିଂହନାଥ ଙ୍କ ପୀଠରେ ଆଜି ସକାଳ ଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି, ଅନ୍ୟପଟେ ମହାନଦୀ ମଧ୍ୟରେ ବାଲି ମକର ମେଳାକୁ ଉଦଘାଟନ କରିଛନ୍ତି କଟକ ସାଂସଦ ଭତୃହରି ମହତାବ ଓ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର,ଏହି ବାଲି ମକର ଉତ୍ସବ ପାଞ୍ଚଦିନ ଧରି ଚାଲିବ,ବିଭିନ୍ନ ସ୍ଥାନରୁ ବେପାରୀ ମାନେ ଆସି ନିଜ ପସରା ମେଲାଇ ସାରିଛନ୍ତି,ମହାନଦୀରେ ଗୋପୀନାଥ ପୁର ଠାରୁ ସିଂହନାଥ […]

🌹🌷💐ଆଜିର ରାଶିଫଳ🌹🌷💐

🌷💐🌹 ଅଦ୍ୟ ଜାନୁଆରୀ ୧୫ ତାରିଖ ୨୦୨୦ମସିହା(ବୁଧବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାଘ -କୃଷ୍ଣପକ୍ଷ ତିଥି – ପଞ୍ଚମୀ ଦିବା ଘ୧୨/୨୩ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ ନକ୍ଷତ୍ର-ପୂର୍ବାଫାଃ ଦିବା ଘ୦୬/୩୮ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଃ ଚନ୍ଦ୍ର- ସିଂହ ଦିବା ଘ୧୨/୧୧ ପର୍ଯ୍ୟନ୍ତ ତଦନ୍ତେ କନ୍ୟା ଯୋଗ-ଶୋଭନ କରଣ-ତୈତିଳ ସୂର୍ଯ୍ୟ -ମକର ୦୧ ଦିନ ଅଦ୍ୟ ଉତ୍ତରାୟଣ ମକର ସଂକ୍ରାନ୍ତି ସୁର୍ୟୋଦୟ -ପ୍ରାତଃ ଘ୦୬/୨୭/୫୭ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୨୩ ଯୋଗିନୀ ଦକ୍ଷିଣେ ଦିବା ଘ୧୨/୨୩ଗତେ ପଶ୍ଚିମେ […]

ମକର ସଂକ୍ରାନ୍ତିରେ ରାଶି ଓ ଖେଚୁଡି ଖାଇବାର ପରମ୍ପରା

ମକର ସଂକ୍ରାନ୍ତି ଭାରତର ଏକ ବଡ ପର୍ବ ମଧ୍ୟରୁ ଗୋଟିଏ। ଭାରତର ବିଭିନ୍ନ ସ୍ଥାନରେ ଏହି ପର୍ବ ଅଲଗା ଅଲଗା ପ୍ରକାରରେ ପାଳନ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ପ୍ରାତଃ ସମୟରେ ସ୍ନାନ, ଦାନ ଓ ରାଶି ଖାଇବାର ଅନେକ ମହତ୍ତ୍ବ ରହିଛି। ଏହି ଦିନ ନୂଆ ଚାଉଳରେ ପ୍ରସ୍ତୁତ କରାଯାଇଥିବା ଖେଚୁଡି ଓ ରାଶିର ଲଡ୍ଡୁ ସ୍ତୁତ ଖାଇବା ଉଚିତ। ଆସନ୍ତୁ ଜାଣିବା ଏପରି କରିବାର ମହତ୍ତ୍ବ ସମ୍ବନ୍ଧରେ ..ରାଶି ଖାଇବାର ବୈଜ୍ଞାନିକ କାରଣ: ବୈଜ୍ଞାନିକ ଦୃଷ୍ଟିରୁ […]

ଜାମ୍ମୁ କାଶ୍ମୀରରେ ତୁଷାର ସ୍ଖଳନ – ୫ ନିରାପତ୍ତା ବାହିନୀ ଯବାନ ସହୀଦ

ଜାମ୍ମୁ: ଜାମ୍ମୁ କାଶ୍ମୀରରେ ଗତ ୪୮ ଘଣ୍ଟା ଧରି ତୁଷାର ସ୍ଖଳନ ଯୋଗୁଁ ୫ ଜଣ ନିରାପତ୍ତା ବାହିନୀ ଯବାନ ଓ ୫ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଉତ୍ତର କାଶ୍ମୀରର କୁପୁୱାଡା ଓ କେନ୍ଦ୍ରୀୟ କାଶ୍ମୀରର ଗନ୍ଦରବଲ ଜିଲ୍ଲାରେ ଏହି ତୁଷାର ସ୍ଖଳନ ହୋଇଛି। ଉତ୍ତର କାଶ୍ମୀର ସ୍ଥିତ ନିୟନ୍ତ୍ରଣରେଖା ଅଞ୍ଚଳ ସମେତ ଜାମ୍ମୁ କାଶ୍ମୀରର ପାହାଡ଼ିଆ ଇଲାକାରେ ପ୍ରବଳ ତୁଷାରପାତ ଯୋଗୁଁ ଏହି ତୁଷାର ସ୍ଖଳନ ହୋଇଛି। କୁପୁୱାଡା ଜିଲ୍ଲାର ମଛଲି ସେକ୍ଟର […]

ଢ଼େଙ୍କାନାଳ କଙ୍କଡ଼ାହାଡ଼ ବ୍ଲକର ବୀରସାଲ୍‌ ଏୟାରଷ୍ଟ୍ରିପ୍‌ର ସମ୍ପ୍ରସାରଣ ଆରମ୍ଭ ; ‘ଗତି’ ପକ୍ଷରୁ ନିୟମିତ ବିମାନ ଚାଳନା ପ୍ରଶିକ୍ଷଣ

ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରର ଏୟାରସ୍ପେଶ୍ ଏବେ ପୂର୍ବାପେକ୍ଷା ବ୍ୟସ୍ତବହୁଳ ରହୁଥିବାରୁ ବିମାନ ଚାଳନା ପ୍ରଶିକ୍ଷଣ ଦେଉଥିବା ସରକାରୀ ବିମାନ ପ୍ରଶିକ୍ଷଣ ଅନୁଷ୍ଠାନ (ଗତି)କୁ ଆଉ ଉଡ଼ାଣ ପାଇଁ ସମୟ ମିଳୁନାହିଁ। ଏପରିସ୍ଥଳେ ଢ଼େଙ୍କାନାଳ କଙ୍କଡ଼ାହାଡ଼ ବ୍ଲକର ବୀରସାଲ୍‌ ଏୟାରଷ୍ଟ୍ରିପ୍‌ରେ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ କରିବା ଜରୁରୀ ହୋଇପଡ଼ିଛି।ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦରରେ ବାଣିଜ୍ୟିକ ବିମାନ ସଂଖ୍ୟାରେ ବୃଦ୍ଧି ଘଟିଥିବା ବେଳେ ଏଠାକାର ଏୟାରସ୍ପେଶ ବ୍ୟସ୍ତ ରହୁଛି। ଏପରି ଅବସ୍ଥାରେ ‘ଗତି’ ପକ୍ଷରୁ ବିମାନ ଚାଳନା ପ୍ରଶିକ୍ଷଣ […]

ମକର ସଂକ୍ରାନ୍ତି ଉପଲକ୍ଷେ ବଡମ୍ବା ସିଂହନାଥ ପୀଠରେ ଅନୁଷ୍ଠିତ ହେଉଛି ବାଲି ମକର ମହୋତ୍ସବ

ମକରସଂକ୍ରାନ୍ତି ଠାରୁ ଚଳଚଂଚଳ ହୋଇଉଠିବ କଟକ ଜିଲ୍ଲା ବଡମ୍ବା ଗୋପୀନାଥପୁର ମହାନଦୀ ବାଲୁକା ଶଯ୍ୟାରେ ବିଜେ ବାବା ସିଂହନାଥ ଦେବଙ୍କ ପୀଠର୍ ଐତିହପୂର୍ଣ୍ଣ ପ୍ରସିଦ୍ଧ ବାଲି ମକର ମହୋତ୍ସବ।ସେଥିପାଇଁ ଆଜିଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବାବା ସିଂହନାଥ ଙ୍କ ଶୈବପୀଠକୁ ଧୀରେ ଧୀରେ ଶ୍ରଦ୍ଧାଳୁ ଙ୍କ ସଂଖ୍ୟା ବଢିବଢି ଚାଲିଲାଣି।ଆଜି ଠାରୁ ଓଡ଼ିଶାର ଦୁରଦୁରନ୍ତାରୁ ବ୍ୟବସାୟୀ ମାନେ ଆସି ମଧ୍ୟ ନିଜ ନିଜର ବ୍ୟବସାୟ ପାଇଁ ମହାନଦୀ ମଝିରେ ବାଲୁକା ବକ୍ଷରେ ନିଜ ନିଜର ପସରା ପକାଇ […]