୧୦୦ଟଙ୍କା ବଦଳରେ ବାହାରିଲା ୫୦୦ଟଙ୍କା, ଖୁସି ହୋଇ ଏଟିଏମ୍ ସାମ୍ନାରେ ଲାଗିଲା ଲୋକଙ୍କ ଭିଡ଼
ସମ୍ବଲପୁର : ରେଢ଼ାଖୋଲ ରେ ଥିବା କାନାଡା ବ୍ୟାଙ୍କ ଏଟିଏମ୍ରୁ ୧୦୦ଟଙ୍କା ବଦଳରେ ୫୦୦ଟଙ୍କା ବାହାରିବା ଦେଖି ଲୋକମାନେ ଆଚମ୍ବିତ ହୋଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ଅନେକ ଲୋକ ଏଟିଏମ୍ ସମ୍ମୁଖରେ ଭିଡ଼ ଜମାଇବା ସହିତ ଏଟିଏମ୍ରୁ ୧.୭୦ଲକ୍ଷ ଟଙ୍କା ବାହାର କରି ନେଇଥିଲେ। ତେବେ ଏଭଳି ଘଟଣା ଏଟିଏମ୍ରେ ନୋଟ ଭର୍ତ୍ତି କରିଥିବା ଏଜେନ୍ସିଙ୍କ ଭୁଲ ହେତୁ ଘଟିଥିବା ଜଣେ ଅଧିକାରୀ କହିଛନ୍ତି। ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ଦାୟିତ୍ୱରେ ଥିବା ଏଜେନ୍ସି […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































