ମଧୁମେହଠାରୁ ତ୍ବଚା ସମସ୍ୟା ପର୍ଯ୍ୟନ୍ତ, ଅନେକ ରୋଗ ଦୂର କରେ ମୂଳା
ସାଧାରଣତଃ ଶୀତଦିନେ ମୂଳା ବଜାରରେ ଅଧିକ ଉପଲବ୍ଧ ହୋଇଥାଏ। କିଛି ଲୋକ ମୂଳା ଖାଇବାକୁ ପସନ୍ଦ କରୁଥିବା ବେଳେ ଅନେକ ଲୋକ ଅଛନ୍ତି, ଯେଉଁମାନେ ମୂଳା ଖାଇବାକୁ ଆଦୌ ଭଲପାଆନ୍ତି ନାହିଁ। ହେଲେ ସେମାନେ ମୂଳାର ଉପକାରୀ ଗୁଣ ବିଷୟରେ ଜାଣିଲେ, ଆଜିଠାରୁ ହିଁ ଏହାକୁ ଖାଇବା ଆରମ୍ଭ କରିଦେବେ। ମୂଳାକୁ ନିୟମିତ ଭୋଜନରେ ସାମିଲ କରିବା ଦ୍ବାରା ସ୍ବାସ୍ଥ୍ୟଗତ ଅନେକ ସମସ୍ୟା ଦୂର ହେବା ସହ ଅନେକ ରୋଗ ଆମଠୁ ଦୂରେଇ ରହିଥାଏ। ତେବେ ଆସନ୍ତୁ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































