ସିଏଏ ବିରୋଧୀ ଶୋଭାଯାତ୍ରା: ଚିଦାମ୍ବରମ, ଷ୍ଟାଲିନଙ୍କ ସମେତ ୮୦୦୦ ଜଣଙ୍କ ନାଁରେ ମାମଲା
ଚେନ୍ନାଇ: ତାମିଲନାଡୁର ଚେନ୍ନାଇରେ ଡିଏମକେ ଏବଂ ଏହାର ସହଯୋଗୀ ଦଳ କଂଗ୍ରେସ ପକ୍ଷରୁ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ହୋଇଥିବା ବିଶାଳ ଶୋଭାଯାତ୍ରାକୁ ନେଇ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଚେନ୍ନାଇ ପୁଲିସ ପକ୍ଷରୁ ମଙ୍ଗଳବାର ଡିଏମକେ ସଭାପତି ଏମ.କେ. ଷ୍ଟାଲିନ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ, ରାଜ୍ୟସଭା ସଦସ୍ୟ ଭାଇକୋ, ଲୋକସଭା ସଦସ୍ୟ ଥୋଲ ଥିରୁମାଭାଲାଭାନ ପ୍ରମୁଖଙ୍କ ସମେତ ୮୦୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସର ବିନା […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































