19 Dec *👉#କେନ୍ଦୁଝର_ଚମ୍ପୁଆରେ_ନାବାଳିକାକୁ ଦୁଷ୍କର୍ମ ମାମଲା : ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଲେ ଏଡିଜେ କୋର୍ଟ । ଅଭିଯୁକ୍ତ ସୁନୀଲ ନାୟକକୁ ଫାଶୀ ଦଣ୍ଡାଦେଶ । ୨୦୧୭ ରେ ୩ବର୍ଷର ନାବାଳିକାକୁ ହୋଇଥିଲା ଦୁଷ୍କର୍ମ* admin / 6 years 0 0 min read
19 Dec *👉#ଦିଲ୍ଲୀରେ_ନାଗରିକତା_ତାତି : ଦିଲ୍ଲୀର କିଛି ଅଞ୍ଚଳରେ ମୋବାଇଲ ନେଟୱାର୍କ ଓ ଏସଏମଏସ ଠପ୍ । ଡି. ରାଜା, ୟେଚୁରୀ , ସନ୍ଦୀପ ଦୀକ୍ଷିତଙ୍କୁ ଅଟକ ରଖିଲା ପୋଲିସ । ଶହଶହ ବିକ୍ଷୋଭକାରୀଙ୍କୁ ଅଟକ ରଖିଲା ପୋଲିସ । ଉତ୍ତେଜନା ପାଇଁ ଦିଲ୍ଲୀରେ ରାପିଡ୍ ଆକ୍ସନ ଫୋର୍ସ ମୁତୟନ* admin / 6 years 0 0 min read
19 Dec *👉ଭିଜିଲାନ୍ସ ଜାଲରେ ବାରିପଦା ITDAର ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ଗାମାଧବଙ୍କ ବାରିପଦାର ମୁର୍ଗାବାଡ଼ି ବାସଭବନରେ ଚଢ଼ାଉ, ଭୁବନେଶ୍ବର, ନୟାଗଡ଼ ଓ ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ* admin / 6 years 0 0 min read
19 Dec *👉ମାଲକାନଗିରି ଖଇରପୁର BDO ବିଶ୍ବଜିତ ବର୍ମନଙ୍କ ବଦଳି ଦାବିରେ ଅଞ୍ଚଳବାସୀଙ୍କ ଖଇରପୁର ବ୍ଲକ ବନ୍ଦ, ବିଭିନ୍ନ କାମ ପାଇଁ BDO ଲାଞ୍ଚ ମାଗୁଥିବା ଅଭିଯୋଗ, କାଲି ବ୍ଲକ କାର୍ଯ୍ୟାଳୟ ଘେରିଥିଲେ ବ୍ଲକ ଅଧ୍ୟକ୍ଷା ଓ ଜନ ପ୍ରତିନିଧି* admin / 6 years 0 0 min read
19 Dec *👉ରାଜ୍ୟର ସବୁ ସ୍ଥାନରେ ବଢ଼ିଛି ଶୀତ, ଆଗକୁ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ, ଆଜି ଭୁବନେଶ୍ବରରେ ତାପମାତ୍ରା ୧୬ ଡିଗ୍ରୀ ରହିଛି, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା* admin / 6 years 0 0 min read
19 Dec *👉୨୨ରେ ଭାରତ-ୱେଷ୍ଟଇଣ୍ଡିଜ୍ ବାରବାଟୀ ଦିନିକିଆ ମ୍ୟାଚ୍, ଆଜିଠୁ ୨୧ ତାରିଖ ଯାଏ କାଉଣ୍ଟରରେ ଟିକେଟ ବିକ୍ରି, ୧୨ଟି କାଉଣ୍ଟରରେ ୧୦ ହଜାର ୫୦ଟି ଟିକେଟ ବିକ୍ରି କରାଯିବ, ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଲାଗିବ ପୂରା ଟିକେଟ, ପରିଚୟପତ୍ର ଦେଖାଇ ସର୍ବାଧିକ ୨ଟି ଟିକେଟ ନେଇ ହେବ* admin / 6 years 0 0 min read
19 Dec *👉ଟ୍ରାଫିକ ନିୟମ ନ ମାନି ଫସିଲେ ଓଡ଼ିଆ ଅଭିନେତା ବାବୁଶାନ: ହେଲ୍ମେଟ୍ ପିନ୍ଧିନଥିବା ଭିଡିଓ ଭାଇରାଲ ହେବା ପରେ ୫୦୦ ଟଙ୍କା ଫାଇନ୍ କଲା ପୋଲିସ* admin / 6 years 0 0 min read
19 Dec *👉୨ ଦିନିଆ ରିମାଣ୍ଡରେ ପଥର ମାଫିଆ ଜିତୁ ମାନସିଂ: ୨ ଦିନିଆ ରିମାଣ୍ଡରେ ପଚରାଉଚରା କରୁଛି STF । ଦୀର୍ଘଦିନ ଧରି ଫେରାର ରହିବା ପରେ ଆତ୍ମସମର୍ପଣ କରିଥିଲା ଜିତୁ* admin / 6 years 0 0 min read
19 Dec *👉ନବରଙ୍ଗପୁର କଷାଗୁମୁଡ଼ା ଅଞ୍ଚଳରେ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କ ପାଇଁ ଲଢ଼ିବେନି କୌଣସି ଆଇନଜୀବୀ, ମାମଲା ନ ଲଢ଼ିବାକୁ ଜିଲ୍ଲା ଓକିଲ ସଂଘର ନିଷ୍ପତ୍ତି* admin / 6 years 0 0 min read
19 Dec *👉୧୭ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ମୟୂରଭଞ୍ଜ ବଡ଼ସାହି ବ୍ଲକ୍ ମାନଗୋବିନ୍ଦପୁର PEO ଚାକିରିରୁ ବହିଷ୍କୃତ: ପଞ୍ଚାୟତ ନିର୍ବାହୀ ଅଧିକାରୀ ଧର୍ମା ସିଂହଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ । ଲାଞ୍ଚ ମାମଲାରେ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଧର୍ମା* admin / 6 years 0 0 min read