ଶାହଙ୍କ ବିରୋଧରେ କଟକଣା ଲଗାଇବାକୁ କହିଲା ଆମେରିକା କମିଶନ
ୱାଶିଂଟନ: ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ କାର୍ଯ୍ୟ କରୁଥିବା ଗୋଟିଏ ଫେଡରାଲ ଆମେରିକା କମିଶନ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଟକଣା ଲଗାଇବାକୁ ନିବେଦନ କରିଛି। କମିଶନ ଭାରତ ସରକାର ଆଣିଥିବା ନାଗରିକତା ସଂଶୋଧନ ବିଲ୍(ସିଏବି)କୁ ଜୋରଦାର ବିରୋଧ କରିଛି ଏବଂ ଏହା ଏକ ଭୟଙ୍କର ଦିଗ ଆଡ଼େ ଗତି କରିବ ବୋଲି କହିଛି। ଯଦି ଏହି ବିଲ ଲୋକସଭା ଓ ରାଜ୍ୟସଭାରେ ପାସ ହୋଇଯିବ, ତା’ହେଲେ ଆମେରିକା ସରକାର ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ […]