ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ “ବିଶ୍ୱ ପଖାଳ ଦିବସ ପାଳନ”ପଖାଳ’ହେଉଛି ଜଗନ୍ନାଥ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ’
‘ଈୁବନେଶ୍ୱର(ଉଲ୍ଲାପ୍ର )ଭାବର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସାରା ବ୍ରହ୍ମାଣ୍ଡର ଆଧ୍ୟାତ୍ମିକତା ଓ ଆସ୍ଥାର କେନ୍ଦ୍ର । ଜଗନ୍ନାଥ ସଂସ୍କୃତି ସରା ବିଶ୍ୱ ପାଇଁ ମାନବବାଦର ଏକ ପ୍ରେରଣାର ଉତ୍ସ । ଜଗନ୍ନାଥ ହେଉଛନ୍ତି ପ୍ରତ୍ୟେକ ଓଡିଆର ଅନ୍ତଃସ୍ୱର ଓ ତାଙ୍କର ସଂସ୍କୃତି ଓଡିଆ ଜାତୀର ମାନଦଣ୍ଡ । ପ୍ରଭୁ ଜଗନ୍ନାଥ ଏବଂ ଜଗନ୍ନାଥ ସଂସ୍କୃତିରେ ପଖାଳ ଏକ ଅବିଛେଦ୍ୟ ଅଂଗ ଅଟେ ବୋଲି ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ବିଶ୍ୱ ପଖାଳ ଦିବସରେ […]