*ରୋଗୀଙ୍କୁ କ୍ୟାଣ୍ଟିନ କର୍ମଚାରୀ ଇଞ୍ଜେକ୍ସନ ଦେବା ଘଟଣା | ମହିଳା କର୍ମଚାରୀ ରୋଜାଲିନ ମଲ୍ଲିକ ଚାକିରିରୁ ବହିଷ୍କୃତ | ରୋଜାଲିନଙ୍କୁ ବହିଷ୍କାର କଲା ନିଯୁକ୍ତିଦାତା ଠିକା ସଂସ୍ଥା | ମୟୂରଭଞ୍ଜ PRM ହସ୍ପିଟାଲରେ ଘଟିଥିଲା ଘଟଣା*

*ସବୁ ଥାନାରେ ରଖାଯିବ ଦୁଷ୍କର୍ମ ମାମଲା : ଦେଶରେ ଦୁଷ୍କର୍ମ ଘଟଣାକୁ ନେଇ ତୀବ୍ର ହେଉଛି ଜନ ଅସନ୍ତୋଷ , ଏହାକୁ ନେଇ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଚିଠି*

*ଲକ୍ଷ୍ନୌରେ ପୋଲିସର ଲାଠିଚାର୍ଜ : ଲକ୍ଷ୍ନୌରେ ଉନ୍ନାଓ ଘଟଣାକୁ ନେଇ କଂଗ୍ରେସର ବିରୋଧ ପ୍ରଦର୍ଶନ ,ବିଜେପି କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସ କର୍ମୀଙ୍କ ପ୍ରଦର୍ଶନ* *ପ୍ରଦର୍ଶନ ସମୟରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ : କଂଗ୍ରେସ କର୍ମୀଙ୍କ ଉପରେ ପୋଲିସର ଲାଠିଚାର୍ଜ*