🌹🌷💐ଆଜିର ରାଶିଫଳ🌹🌷💐

ଅଦ୍ୟ ଡିସେମ୍ବର ୦୬ ତାରିଖ ୨୦୧୯ମସିହା(ଶୁକ୍ରବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାର୍ଗଶୀର -ଶୁକ୍ଳପକ୍ଷ ତିଥି – ଦଶମୀ ନକ୍ଷତ୍ର-ଉତ୍ତରଭାଦ୍ର ରାତ୍ରି ଘ୧୧/୩୨ ପର୍ଯ୍ୟନ୍ତ ତଦନ୍ତେ ରେବତୀ ଚନ୍ଦ୍ର- ମୀନ ଯୋଗ-ଅସୃକ କରଣ-ତୈତିଳ ସୂର୍ଯ୍ୟ -ବିଛା ୨୦ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୧/୨୯ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୨ ଯୋଗିନୀ ଉତ୍ତରେ ଧନୁ ରାଶିର ଘାତଚନ୍ଦ୍ର ବିଛା,ଧନୁ ଓ ମୀନ ରାଶିର ଘାତବାର ଅଦ୍ୟ ଦଶମୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ । ବାରବେଳା […]

*ଡିସେମ୍ବର ୨୨ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ, ଆଜିଠାରୁ ଆରମ୍ଭ ହେବ ଅନ୍‌ଲାଇନରେ ଟିକେଟ ବିକ୍ରି, ୧୫ ତାରିଖ ଯାଏ ଅନ୍‌ଲାଇନରେ ୮୧୫୦ ଟିକେଟ ବିକ୍ରି ହେବ, ପେଟିଏମ୍‌ ୱେବସାଇଟ ଓ ଆପ୍‌ରେ ଟିକେଟ କିଣି ହେବ*

*🌹🌷💐ଆଜିର ରାଶିଫଳ🌹🌷💐*

🌷💐🌹 ~~~~~ ଅଦ୍ୟ ଡିସେମ୍ବର ୦୫ ତାରିଖ ୨୦୧୯ମସିହା(ଗୁରୁବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାର୍ଗଶୀର -ଶୁକ୍ଳପକ୍ଷ ତିଥି -ନବମୀ ରାତ୍ରି ୦୪/୦୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର-ପୂର୍ବଭାଦ୍ର ସଂ ଘ୦୮/୩୨ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର ଚନ୍ଦ୍ର- କୁମ୍ଭ ଦିବା ୦୧/୫୦ ପର୍ଯ୍ୟନ୍ତ ତଦନ୍ତେ ମୀନ ଯୋଗ-ବଜ୍ର କରଣ-ବାଳବ ସୂର୍ଯ୍ୟ -ବିଛା ୧୯ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୦/୧୫ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୪୨ ଯୋଗିନୀ ପୂର୍ବେ ରାତ୍ରି ଘ୦୩/୫୯ଗତେ ଉତରେ ମିଥୁନ ଓ […]

*🌹🌷💐ଆଜିର ରାଶିଫଳ🌹🌷💐*

*🌷💐🌹 ~~~~~ *ଅଦ୍ୟ ଡିସେମ୍ବର ୦୪ ତାରିଖ ୨୦୧୯ମସିହା(ବୁଧବାର)* ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାର୍ଗଶୀର -ଶୁକ୍ଳପକ୍ଷ ତିଥି -ଅଷ୍ଟମୀ ରାତ୍ରି ୦୪/୦୦ ପର୍ଯ୍ୟନ୍ତ ତଦନ୍ତେ ନବମୀ ନକ୍ଷତ୍ର-ଶତଭିଶା ସଂ ଘ୦୫/୨୮ ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର ଚନ୍ଦ୍ର- କୁମ୍ଭ ଯୋଗ-ହର୍ଷଣ କରଣ-ବିଷ୍ଟି ସୂର୍ଯ୍ୟ -ବିଛା ୧୮ ଦିନ ସୁର୍ୟୋଦୟ -ପ୍ରାତଃ ଘ୦୬/୧୦/୧୫ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୪୨ ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୧/୧୯ଗତେ ପୂର୍ବେ ମିଥୁନ ଓ ମୀନ ରାଶିର ଘାତବାର ଘାତଚନ୍ଦ୍ର କର୍କଟ […]

*ଲଞ୍ଚ୍ ହେଲା ମଧୁ ଆପ୍ : ରାଜ୍ୟରେ ପ୍ରଥମଥର ପାଇଁ ଲଞ୍ଚ୍ ହେଲା ‘ମଧୁ ଆପ୍’ । ମଧୁ ଆପ୍ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ଭିଡିଓ କନଫରେନ୍ସିଂ ଜରିଆରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଆପ୍ ମାଧ୍ୟମରେ ପାଠ ପଢିପାରିବେ ୫ମ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ* *ଲଞ୍ଚ୍ ହେଲା ମଧୁ ଆପ୍ : ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ‘ମଧୁ’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମଧୁ ଆପ୍‌ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ*

*ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ଏବଂ ବଳାତ୍କାର ଘଟଣାକୁ ନେଇ ଖବରଦାତା ସମ୍ମିଳନୀରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ। ସେ କହିଛନ୍ତି ରକ୍ଷକ ଏଠି ଭକ୍ଷକ ସାଜିଛି। ନିକଟରେ ସ୍ମିତାରାଣୀ ମାମଲାକୁ ସଂସଦରେ ଆଲୋଚନା କରାଯିବାକୁ ବିଜେଡି ସୁଯୋଗ ଦେଲାନାହିଁ। ସପ୍ତଗିରି ଉଲାକା ପ୍ରସଙ୍ଗ ଉଠାଇବା ସମୟରେ କେତେଜଣ ବିଜେଡି ଏମ୍‌ପି ତାଙ୍କୁ ବାଧାଦେଲେ। ସେହିଭଳି ରାଇରଙ୍ଗପୁରରେ ୨୩ ବର୍ଷର ଅଧ୍ୟାପିକା ଆତ୍ମହତ୍ୟା କରିଦେଲେ। ୨୩ ବର୍ଷ ଝିଅର ବାପାମା କେତେ ସ୍ବପ୍ନ ଦେଖିଥିବେ, ନବୀନ ଚିନ୍ତା କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।*