*କୋରାପୁଟରେ ପଟ୍ଟାଙ୍ଗୀ ଓ ଦଶମନ୍ତପୁରର ୨ଟି ଖାଲି ଥିବା ଜିଲ୍ଲା ପରିଷଦ ଆସନ ପାଇଁ ଉପନିର୍ବାଚନ, ପଟ୍ଟାଙ୍ଗୀର ୮୧ଟି ବୁଥ୍‌ ମଧ୍ୟରୁ ୨ଟି ସମ୍ବେଦନଶୀଳ, ଦଶମନ୍ତପୁର ବ୍ଲକର ୯୧ଟି ବୁଥ୍‌ରେ ଭୋଟ ଗ୍ରହଣ, କୋଟିଆ ଉପରେ ନଜର*

*ଝାରସୁଗୁଡ଼ା ଥାନା ସାରସମାଲ ରୋହିଦାସପଡ଼ାରେ ମହିଳାଙ୍କୁ ଗୁଳିମାଡ଼ | ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ କନକ ରୋହିଦାସଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ | ବିଳିମ୍ବିତ ରାତିର ଘଟଣା, ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି*

ବା ବା ରେ ଗୁରୁ

ରାଜ୍ୟ ସରକାର 5t ଯୋଜନା ଆରମ୍ଭ କରିଥିବା ବେଳେ କଟକ ଜିଲାପାଳ of ଯୋଜନା ସ୍କୁଲ ମାନଙ୍କରେ ପ୍ରଣୟନ କରିଛନ୍ତି, ଏପରି ସ୍ଥଳେ ଏମିତି କିଛି ଗୁରୁ ସ୍କୁଲ ମାନଙ୍କରେ ଅଛନ୍ତି ଯାହାକୁ ନେଇ ସମାଜ,ଶିକ୍ଷା ବିଭାଗ ଲଜିତ ହେଉଛି,ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିଗିରିଆ ବ୍ଲକ ବାଣେଶ୍ୱର ପଡ଼ା ସ୍କୁଲରେ,ଜନେୟକ ଶିକ୍ଷକ ଏକାଧିକ ବାଳକ ବାଳିକା ଙ୍କୁ କୋଳରେ ବସାଇବା ଭିଡ଼ିଓ ଏବେ ସୋସିଆଲ ମେଡିଆ ରେ ଭାଇରାଲ […]