ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ
ଆୟୁର୍ବେଦିକ ଚିକିତ୍ସା ଶିବିର
ଫୁଲବାଣୀ ( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଗୁରୁବାର ସ୍ଥାନୀୟ ଡ୍ରିମ ଲାଣ୍ଡ ହୋଟେଲ ଠାରେ ଆୟୁର୍ବେଦିକ ଚିକିତ୍ସା ଶିଵୀର ଅନୁଷ୍ଠିତ ହୋଇଥିଲା lଏହି ଶିବିର ରେ ଅବସରପ୍ରାପ୍ତ ପ୍ରଫେସର ଜଗଦୀଶ ଚନ୍ଦ୍ର ବେଜ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାଭୋଗୁଥିବା ପୀଡିତ ମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିବା ସହ ପରାମର୍ଶ ଦେଇଥିଲେ l ଏଥିସହ ମାଗଣା ରେ ଔଷଧ ପ୍ରଦାନ କରିଥିଲେ lଏହି ଶିବିର ରେ […]