23 Nov *ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଞ୍ଚଜଣ କିନରଙ୍କୁ ସିକୁରିଟି ଭାବେ ନିଯୁକ୍ତି ଦେଲେ ଜିଲା ପ୍ରଶାସନ admin / 6 years 0 0 min read
23 Nov ଅଦ୍ୟ ନଭେମ୍ବର ୨୩ ତାରିଖ ୨୦୧୯ମସିହା(ଶନିବାର) ଶକାବ୍ଦ -୧୯୪୧ ସମ୍ବତ -୨୦୭୬ ସାଲ-୧୪୨୭ ସମ୍ବତ୍ସର -ପ୍ରମାଥୀ ମାର୍ଗଶୀର -କୃଷ୍ଣପକ୍ଷ ତିଥି -ଏକାଦଶୀ ପ୍ରାତଃ ୦୬/୩୨ ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ନକ୍ଷତ୍ର-ହସ୍ତା ଦିବା ଘ୦୩/୨୮ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ଚନ୍ଦ୍ର- କନ୍ୟା ରାତ୍ରି ଘ୦୨/୨୮ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା ଯୋଗ -ପ୍ରୀତି କରଣ-କୈ।ଳବ ସୂର୍ଯ୍ୟ -ବିଛା ୦୭ ଦିନ *************** ସୁର୍ୟୋଦୟ -ପ୍ରାତଃ ଘ୦୬/୦୩/୧୫ ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୧୦ ————————— ଯୋଗିନୀ ଅଗ୍ନିକୋଣେ ଦିବା ଘ୦୬/୩୧ ଗତେ ନୈଋତେ ବୃଷ ରାଶିର ଘାତଚନ୍ଦ୍ର ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ଅଦ୍ୟ ଦ୍ବାଦଶୀର ଏକୋଦିଷ୍ଠ ଓ ପାର୍ବଣ ଶ୍ରାଦ୍ଧ । ——————————– ବାରବେଳା -ଦିବା ଘ୧୨/୫୪ ଗତେ ଘ୦୨/୨୦ ମଧ୍ୟେ କାଳବେଳା – ଦିବା ଘ୦୭/୨୫ ମଧ୍ୟେ ଘ୦୩/୪୦ ଗତେ ଘ୦୫/୦୨ ମଧ୍ୟେ ***************** ଅମୃତବେଳା- ଘ୦୭/୩୧ ଗତେ ଘ୦୯/୪୦ମଧ୍ୟେ ଓ ୧୧/୫୫ଗତେ ଘ୧୨/୫୪ମଧ୍ୟେ ମାହେନ୍ଦ୍ରବେଳା-ଦିବା ଘ୦୭/୩୩ ଗତେ ଘ୦୮/୫୦ମଧ୍ୟେ ଓ ରାତ୍ରି ଘ୦୬/୧୦ଗତେ ଘ୦୭/୪୨ମଧ୍ୟେ ******************** ଅଦ୍ୟ ପୋଇ ଭକ୍ଷଣ ନିଷ 🌹🌷💐ଆଜିର ରାଶିଫଳ🌹🌷💐 ———————- 🌼ମେଷ👉 : କ୍ୟାରିୟରର ସୁଧାର ପାଇଁ ଭଲ ଦିନଟିଏ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ଆସିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। 🌼ବୃଷ:👉 ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ। 🌼ମିଥୁନ:👉 ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ। 🌼କର୍କଟ: 👉ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ। 🌼ସି˚ହ:👉ଆପଣ କୌଣସି କାର୍ଯ୍ୟ ତରବରିଆ ଭାବେ କଲେ କ୍ଷତି ହୋଇପାରେ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। 🌼କନ୍ୟା: 👉ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖମୟ ହେବ। 🌼ତୁଳା:👉 ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। 🌼ବିଛା:👉ରଚନାତ୍ମକ କାମରେ ଆପଣଙ୍କର ନାମ ହେବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ। 🌼ଧନୁ:👉ଆଜି ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ବିଶେଷ ସମ୍ବେଦନଶୀଳ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। 🌼ମକର:👉 ଆପଣ ନିଜ କାମରେ ପ୍ରଶ˚ସା ଓ ପୁରସ୍କାର ପାଇବେ। କାରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ। 🌼କୁମ୍ଭ:👉ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। 🌼ମୀନ:👉ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ। 🙏🙏🙏🙏🌻🌻🌻🌻🙏🙏🙏🙏 admin / 6 years 0 0 min read
22 Nov *କଟକ ନେମାଳ ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଗାଁ ନିକଟରେ ଯାତ୍ରା ଦେଖିବାକୁ ଆସିଥିବା ବେଳେ ଦୁଷ୍କର୍ମ ଅଭିଯୋଗ, ଅସୁସ୍ଥ ନାବାଳିକା ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି, ପୋଲିସ ତଦନ୍ତ ଜାରି* admin / 6 years 0 0 min read
22 Nov *ଗଞ୍ଜାମ ସୀମାନ୍ତ ଅଞ୍ଚଳରେ ଧରାକୋଟ ଓ ବଡ଼ଗଡ଼ ଥାନା ପୋଲିସର ଚଢ଼ାଉ | ୫୦ ଏକର ଜାଗାରେ ଗଞ୍ଜେଇ ଚାଷ ନଷ୍ଟ ପାଇଁ ଚଢ଼ାଉ | ଗଞ୍ଜେଇ ଗଛ ନଷ୍ଟ ବେଳେ ପୋଲିସକୁ ଘେରିଲେ ଆଦିବାସୀ* admin / 6 years 0 0 min read
22 Nov *ମାଲକାନଗିରି ମାଥିଲି ବ୍ଲକ ମହୁପଦର ହାଇସ୍କୁଲ ଛାଡ଼ିଲେ ୧୨ ଛାତ୍ର | ଶିକ୍ଷକ ଅଜୟ ପାଢ଼ୀଙ୍କୁ ନିଲମ୍ବନ ଘଟଣାର ପ୍ରତିବାଦରେ ସ୍କୁଲ ଛାଡ଼ିଲେ | ମିଥ୍ୟା ଅଭିଯୋଗରେ ଶିକ୍ଷକଙ୍କୁ ନିଲମ୍ବନ କରା ଯାଇଥିବା ଅଭିଯୋଗ* admin / 6 years 0 0 min read
22 Nov *କେନ୍ଦ୍ରାପଡ଼ା ରାଜନଗରର ଗହୀରମଥାରୁ ୨୦ ମତ୍ସ୍ୟଜୀବୀ ଗିରଫ | ବେଆଇନ ଭାବେ ମାଛ ମାରୁଥିବା ବେଳେ ୨ ଟ୍ରଲର ଜବତ, ୨୦ ଗିରଫ | ୫୦ କ୍ବିଣ୍ଟାଲ ମାଛ ସହ ୧୦ଟି ଜାଲ ଜବତ* admin / 6 years 0 0 min read
22 Nov *ନବରଙ୍ଗପୁର ସଦର ଥାନା ପୂଜାରୀଗୁଡ଼ା ଗାଁ ନିକଟରେ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଲିମଭଟା ଗାଁର ଜୟନ୍ତୀ ସରାବୁଙ୍କ ମୃତ୍ୟୁ | ଥାନାରେ ଆମ୍ବୁଲାନ୍ସ ଡ୍ରାଇଭର ଅଟକ, ପୋଲିସ ତଦନ୍ତ ଜାରି * admin / 6 years 0 0 min read
22 Nov *ରାୟଗଡା ଜିଲ୍ଲା ବିଜେପି ରେ ଫାଟ ,ଦଳୀୟ ସାଂଗଠନିକ ନିର୍ବାଚନ କୁ ନେଇ ଫାଟ ରାଜ୍ୟ ବିଜେପି ସମ୍ପାଦକ ତଥା ଗୁଣୁପୁର ବିଧାନସଭା ନିର୍ବାଚନ ର ପରାଜୟ ବିଜେପି ପ୍ରାର୍ଥୀ ଙ୍କୁ ଅଣଦେଖା ଅଭିଯୋଗ କଲେ ବିଜେପି ରାଜ୍ୟ ସମ୍ପାଦକ ଶିଶିର ଗମାଙ୍ଗ* admin / 6 years 0 0 min read
22 Nov ଅସଦାଚରଣ ଅଭିଯୋଗକୁ ନେଇ ଉତ୍ତେଜନା-ବାରିପଦା ସ୍ଥିତ ତକତପୁର ଠାରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା। admin / 6 years 0 0 min read