*କୁଚିଣ୍ଡା : ବାମରା କେଶାଇବାହାଲ ଜୁନିୟର୍ କଲେଜ୍ ଅଧ୍ୟକ୍ଷଙ୍କ ଘରେ ରେଡ୍ , କେଶାଇବାହାଲ ଜୁନିୟର୍ କଲେଜ୍ ଅଧ୍ୟକ୍ଷ ଜୟପ୍ର୍ରକାଶ ପଟେଲ୍ ,ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଭିଜିଲାନ୍ସ ଟିମର ରେଡ୍*

*ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତୀକାଳୀନ ରିପୋର୍ଟ ପରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ନେଇ ଆରମ୍ଭ ହେଲା ବିଚାର ବିମର୍ଷ : ପରିଚାଳନା କମିଟି ପ୍ରଶାସନିକ ଅଧିକାରୀଙ୍କ ବୈଠକ ପରେ ନିଷ୍ପତି , ସେବାୟତ କହିଲେ, ସାର୍ବଜନିନ ହେଉ ରତ୍ନଭଣ୍ଡାର ସଂପତି*