ସାମ୍ବାଦିକ ଏକତା ଜିନ୍ଦାବାଦ ଆଠଗଡ ରେ ନୂଆକରି ଗଠନ ହେଲା ଆଠଗଡ ସାମ୍ବାଦିକ ସଂଘ, ପାଳିଲା ଜାତୀୟ ପ୍ରେସ ଦିବସ,ସବୁ ସାମ୍ବାଦିକ ସାମିଲ,ଏ ସଙ୍ଘ ପ୍ରତି କଟକ ଜିଲା ସାମ୍ବାଦିକ ସଂଘର ସମର୍ଥନ ରହିଛି,ଜାତୀୟ ପ୍ରେସ ଦିବସ ରେ ମୁଁ ରାଜ୍ୟ ସ୍ତରୀୟ ପ୍ରେସ ଦିବସରେ ଯୋଗ ଦେଇଥିବାରୁ ଏଥିରେ ଯୋଗ ଦେଇ ନପାରିବାରୁ ଦୁଃଖ ପ୍ରକାଶ କରୁଛି, ଆଠଗଡ ସାମ୍ବାଦିକ ସଙ୍ଘ ଆଗେ ବଢୋ।

*ବିଜେଡି ସାଂଗଠନିକ ସ୍ତରରେ ଅଦଳବଦଳ: ପ୍ରଣବ ପ୍ରକାଶ ଦାସ ହେଲେ ସଂଗଠନର ସାଧାରଣ ସଂପାଦକ । ସଞ୍ଜୟ ଦାସ ବର୍ମା ହେଲେ ବିଜେଡି ମୁଖ୍ୟାଳୟର ସାଧାରଣ ସଂପାଦକ । ପ୍ରତାପ କେଶରୀ ଦେବ ହେଲେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ*