ନାମ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ।

ରାଜା ରାଜୁଡ଼ା ଶାସନ ସମୟରୁ ଆଠଗଡ ଦୁର୍ଗା ବଜାର ଗଣେଶ ମଣ୍ଡପ ଠାରେ ପବିତ୍ର ଛାଡଖାଇ ଅବସରରେ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଆସୁଛି,ଗଡଜାତ ଅଂଚଳରୁ 10 ଦଳ ସଂକୀର୍ତ୍ତନ ମଣ୍ଡଳୀ ଭାଗନେଇଥିଲେ।

*ନବରଙ୍ଗପୁର : ମଧ୍ୟରାତ୍ରିରେ ପୋଲିସକୁ ଚକମା ଦେଇ ହାଜତରୁ ଚମ୍ପଟ ମାରିଲା ବିଚାରଧୀନ ବନ୍ଦୀ । ପାପଡ଼ାହାଣ୍ଡି ଥାନା ହାଜତରୁ ପରିସ୍ରା କରିବା ବାହାନାରେ ଛୁ’ ,ବିଭିନ୍ନ ଚୋରି ଓ ଡକାୟତି ମାମଲାରେ ହୋଇଥିଲା ଗିରଫ *

*ମାଲକାନଗିରି : ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,କୋରକୁଣ୍ଡା ବ୍ଲକ କେନ୍ଦ୍ରଗୁମ୍ଫା ବିଦ୍ୟାଳୟର ଛାତ୍ର ଭୀମରାଜ ପଡିୟାମି ମୃତ । ସ୍କୁଲ ପଛପଟେ ଥିବା ଏକ ଗଛରୁ ମୃତ ଦେହ ଉଦ୍ଧାର । କାଲି ଭୀମରାଜକୁ ସ୍କୁଲରେ ଛାଡିଥିଲେ ଅଭିଭାବକ *

*ନିର୍ବାଚନ ଲଢିପାରିବେ ଅଯୋଗ୍ୟ ବିଧାୟକ : ସୁପ୍ରିମକୋର୍ଟରୁ କର୍ଣ୍ଣାଟକର ୧୭ ଅଯୋଗ୍ୟ ବିଧାୟକଙ୍କୁ ଆଶ୍ୱସ୍ତି । ଅନିଶ୍ଚିତକାଳ ପାଇଁ ବିଧାୟକ ଅଯୋଗ୍ୟ ଘୋଷିିତ ହୋଇପାରିବେନି । ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଖାରଜ କଲେ ସୁପ୍ରିମକୋର୍ଟ , ବିଧାୟକଙ୍କୁ ଅଯୋଗ୍ୟ ଘୋଷିିତ କରିଥିଲେ ବାଚସ୍ପତି*

*ବେଜିଂ ବିରୋଧରେ ନେପାଳରେ ବିକ୍ଷୋଭ ପ୍ରଦର୍ଶନ,ଚୀନ ସରକାର ନେପାଳୀଙ୍କ ଜମି ମାଡିବସିଥିବା ଅଭିଯୋଗ । ବିକ୍ଷୋଭ ପ୍ରଦର୍ଶନ କଲେ ନେପାଳବାସୀ । ଅନେକ ସ୍ଥାନରେ ପୋଡାଜଳା କରିବା ସହ ଦାହ କଲେ ଚୀନ୍ ରାଷ୍ଟ୍ରପତିଙ୍କ କୁଶପୁତଳିକା ।*