*ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ପଥରରପଦା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଆଳୁ ବୋଝେଇ ଟ୍ରକ୍‌ ସହ ବାଇକ୍‌ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ବାଇକ୍‌ ପଛପଟୁ ଧକ୍କା ଦେଇଥିବା ସୂଚନା ହସ୍ତଗତ ହୋଇଛି। ‌ତେବେ, ଏଯାବତ୍‌ ତିନି ଜଣ ମୃତକଙ୍କ ପରିଚୟ ମିଳିପାରି ନାହିଁ।*

କାର୍ତ୍ତିକ ପୂର୍ଣ୍ଣିମା ରେ ଆଠଗଡ ରେ ନୂଆ ପରମ୍ପରା, ବିଭିନ୍ନ ବ୍ୟକ୍ତି ବିଶେଷ,ଅନୁଷ୍ଠାନ,ବିଭିନ୍ନ ଦଳ ତରଫରୁ ପ୍ରସାଦ ଭାବେ ପାସ ବଣ୍ଟନ,ଭକ୍ତ ଠାକୁର ଦର୍ଶନ କରିବେ କଂଣ୍ ଖାଇବା ପାଇଁ ବିଭିନ୍ନ ସ୍ଥାନରେ ଭିଡ଼,ମନ୍ଦିର ଠାରୁ ଖାଇବା ସ୍ଥାନରେ ଅଧିକ ଭିଡ଼