*ଶିଶୁ ମୃତ୍ୟୁ ନେଇ କଟକ SCB ମେଡିକାଲରେ ଉତ୍ତେଜନା, କାଜୁଆଲିଟି ମୁଖ୍ୟ ଫାଟକ ଅବରୋଧ କଲେ ଶିଶୁର ସମ୍ପର୍କୀୟ, ଅସୁସ୍ଥ ଶିଶୁକୁ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ* *୧୦ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ *

ମହମ୍ମଦଙ୍କ ଜୟନ୍ତୀ ପାଳନ ।

ମହମ୍ମଦ ଙ୍କ ଜନ୍ମଦିନ ଅବସରରେ ଆଠଗଡ ମୁସଲିମ ବସ୍ତିର ଭାଇମାନେ ଏକ ତାଜିଆ ଶୋଭାଯାତ୍ରାରେ ସହର ପରିକ୍ରମା କରୁଛନ୍ତି,ମୁସଲିମ ଭାଇମାନେ ଏହି ଅଵସର ରେ ଭାରତ ମାତା କି ଜୟ ବୋଲି କହିବା ସହିତ ଆଠଗଡ ଏକ ଭାଇଚାରାର ସହର ବୋଲି ପ୍ରକାଶ କରିଥିଲେ