ବିକାଶ ସାହୂ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ କାଳିଆ ଓରଫ ଶ୍ରୀକାନ୍ତ ଜେନାକୁ ଗତକାଲି ବିଳମ୍ବିତ ରାତିରେ ଆଠଗଡ dsp ଆଲୋକ ରଞ୍ଜନ ରାୟ ମାଣିଆ ବନ୍ଧ ର୍ ଏକ ପୋଖରୀ କୂଳରୁ ପୋଲିସ ଫୋର୍ସ ସହିତ ଯାଇ ଗିରଫ କରିଛନ୍ତି
ବିକାଶ ସାହୂ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ କାଳିଆ ଓରଫ ଶ୍ରୀକାନ୍ତ ଜେନାକୁ ଗତକାଲି ବିଳମ୍ବିତ ରାତିରେ ଆଠଗଡ dsp ଆଲୋକ ରଞ୍ଜନ ରାୟ ମାଣିଆ ବନ୍ଧ ର୍ ଏକ ପୋଖରୀ କୂଳରୁ ପୋଲିସ ଫୋର୍ସ ସହିତ ଯାଇ ଗିରଫ କରିଛନ୍ତି,ଗତ ସେପ୍ଟେମ୍ବର ମାସ 2 ତାରିଖରେ ବିଳମ୍ବିତ ରାତିରେ ବିକାଶ ସାହୂ ବିଳମ୍ବିତ ରାତିରେ ମାଣିଆ ବନ୍ଧ ଆସୁଥିବା ବେଳେ କାଳିଆ ଓ ତାର 10 ଜଣ ସାଥି ମାଣିଆ ବନ୍ଧ ଫାଣ୍ଡି ଆଗରେ ବିକାଶ କୁ […]