ଆସନ୍ତା ସୋମବାର ଦିନ ଘଣ୍ଟିଖାଲ ଫାଣ୍ଡି ମୁଖ୍ୟ ରାସ୍ତା କଡରେ ଉଦଘାଟିତ ହେଉଥିବାରୁ 4 ଗୋଟି ପଂଚାୟତର ଜନସାଧାରଣ ଏହାର ବିଶେଷ ସୁବିଧା ପାଇପାରିବେ
ସଫଳତା ସହଜେ ମିଳେନାହିଁ,ସଫଳତା ପାଇବାକୁ ହେଲେ ନିଷ୍ଠା,ଧର୍ଯ୍ୟ ଆଉ ସାହସ ଥିବା ଆବଶ୍ୟକ,ଯୋଉ ସାହସ ଓ ଧର୍ଯ୍ୟକୁ ନେଇ ଗତ 2006 ମସିହାରେ ଆଠଗଡ ଆରତୀ ଷ୍ଟିଲ ପ୍ଲାଣ୍ଟ ଭିତରେ ଥିବା ଘଣ୍ଟିଖାଲ ଫାଣ୍ଡିକୁ ପ୍ଲାଣ୍ଟ ଭିତରୁ ଉଠାଇବାକୁ ହାଇକୋର୍ଟ ରେ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିଥିଲି,ପ୍ଲାଣ୍ଟ ଭିତରୁ ଫାଣ୍ଡି ଉଠାଇବା ପାଇଁ 6 ବର୍ଷ ଲାଗିଯାଇଛି ଓ ବହୁ ବିଳମ୍ବ ହେଲେ ମଧ୍ୟ ବିଲମ୍ବର ଫଳ ମିଠା ବୋଲି ଜାଣିଛି,ମାନ୍ୟବର ହାଇକୋର୍ଟ ବିଳମ୍ବରେ […]
        
            
 Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































