ବାର୍ଦ୍ଧକ୍ଷ ଭତା 300 ରୁ 500 ହେଲା,80 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ପାଇବେ 700 ଟଙ୍କା
ବାର୍ଦ୍ଧକ୍ଷ ଭତା 300 ରୁ 500 ହେଲା,80 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ପାଇବେ 700 ଟଙ୍କା
ବାର୍ଦ୍ଧକ୍ଷ ଭତା 300 ରୁ 500 ହେଲା,80 ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ପାଇବେ 700 ଟଙ୍କା
ଆଠଗଡ ସବଡିଭିଜନ ଅନ୍ତର୍ଗତ ନରସିଂହପୁର ବ୍ଲକର କୋକଳବା ଠାରେ ଆଜି ସକାଳୁ ଚାଷୀ ମାନେ ଧାନବସ୍ତା ଧରି ରାସ୍ତା ରୋକ କରିଛନ୍ତି,ଗତ କିଛିଦିନ ହେଲା କୋକଳବା ରେ ଧାନ ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ମିଲର ଧାନ ନେଉନଥିବା ଯୋଗୁ ଚାଷୀ ମାନେ ଆଜି ସକାଳୁ ରାଜରାସ୍ତାକୁ ଓଲହାଇଛନ୍ତି, କୋକଳବା ଗ୍ରାମର ଚାଷୀମାନେ ରାସ୍ତା ରୋକ କରିବା ଯୋଗୁ କମଳାଡିହ ନରସିଂହପୁର ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି ,ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଂଚି […]
ଆଠଗଡ, ଧାନ ମଣ୍ଡିକୁ ନେଇ ନରସିଂହପୁର କୋକଳବା ଠାରେ ଚାଷୀଙ୍କ ରାସ୍ତା ରୋକ,ମଣ୍ଡିରୁ ମିଲର ଧାନ ନନେବା ଯୋଗୁ ହୋଇଛି ରାସ୍ତା ରୋକ, କମଳାଡିହ ନରସିଂହପୁର ମଧ୍ୟରେ ଗାଡି ଚଳାଚଳ ବନ୍ଦ
ବିଭୁତି ମିଶ୍ରଙ୍କ କାବ୍ୟସନ୍ଧ୍ୟା କବିତା ସଙ୍କଳନ ଅନୁଷ୍ଠିତ,ମୁଖ୍ୟଅତିଥି ଭାବେ ସାହିତ୍ୟିକ ହୁସେନ ରବି ଗାନ୍ଧୀ,ମୁଖ୍ୟବକ୍ତା ଭାବେ ଡ଼ଃ ନାରାୟଣ ପଣ୍ଡା, ସଂମାନିତ ଅତିଥି ଭାବେ ସଙ୍ଗୀତକାର ସ୍ୱରୂପ ନାୟକ,ଦେବାଶିଷ ପାଣିଗ୍ରାହୀ ଓ ସାହିତ୍ୟ ସମାଜ ସଭାପତି ପ୍ରାଣକୃଷ୍ଣ ଦାଶ, ବିଭୁତି ମିଶ୍ର ଓ ପୁଲିନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ, ରାଜନୀତିରୁ ଟିକିଏ ବାହାରି ସାହିତ୍ୟ ସାଧନା କରି ଆଠ ଗୋଟି କବିତା ବହି ଲେଖିପାରିଛନ୍ତି ରାଜନେତା ବିଭୁତି ମିଶ୍ର,ସ୍ଥାନୀୟ ମହାତ୍ମା ଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ […]
ଆଠଗଡ,ବାଳି ଶାସନରେ ହାତୀ ଆକ୍ରମଣରେ ଜଣେ ଗୁରୁତର,ଆଜି ଭୋରରୁ ଦୟାନିଧି ମିଶ୍ର ନିଜ ଘରୁ ରାସ୍ତା ଉପରକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର,ଦୟାନିଧି କଟକ ମେଡିକାଲ ରେ ଭର୍ତି
ଆଠଗଡ ସହରରେ ଆଜିଠାରୁ ଆରମ୍ଭ ହେବ ପିଠା କାର୍ଯ୍ୟକ୍ରମ, ରାତିସାରା ବିଜେଡି ମହିଳା ମାନେ ଅନିଦ୍ରା ରହି ପିଠା କରିଛନ୍ତି
ଆଠଗଡ ସାହିତ୍ୟ ସମାଜ ତରଫରୁ ମହାତ୍ମା ଗାନ୍ଧୀ ଇଂରାଜୀ ମିଡିଅମ ସ୍କୁଲ ଠାରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ
ଆଠଗଡ ସାହିତ୍ୟ ସମାଜ ତରଫରୁ ମହାତ୍ମା ଗାନ୍ଧୀ ଇଂରାଜୀ ମିଡିଅମ ସ୍କୁଲ ଠାରେ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ
ବଡମ୍ବା ର୍ ପ୍ରସିଦ୍ଧ ସିଂହନାଥ ପୀଠରେ ୫ଦିନିଆ ମକର ମେଳା ଆରମ୍ଭ
ଆସନ୍ତାକାଲି ବଲାଙ୍ଗୀର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି