କନ୍ଧମାଳ ରେ ପୁଣି ମାତିଲେ ମାଓ5,ଜଣକୁ ହତ୍ୟା,ଜାଲିଦେଲେ 5 ଗାଡି
କନ୍ଧମାଳ ରେ ପୁଣି ମାତିଲେ ମାଓ5,ଜଣକୁ ହତ୍ୟା,ଜାଲିଦେଲେ 5 ଗାଡି
କନ୍ଧମାଳ ରେ ପୁଣି ମାତିଲେ ମାଓ5,ଜଣକୁ ହତ୍ୟା,ଜାଲିଦେଲେ 5 ଗାଡି
ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଅସୁସ୍ଥ,ତାଙ୍କର ଲୂଜ ମୋସନ ହୋଇଥିବାରୁ ଓଆରଏସ ଓ ସାଲାଇନ ଦିଆଯାଉଛି,ସେ ଏବେ ଯୋଡ଼ାର ଟାଟା ମେଡିକାଲ ରେ ଚିକିସ୍ଥା ହେଉଛନ୍ତି
କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା,ବେବିନା ଗଣଦୁଷ୍କର୍ମ ମାମଲାରେ ବିବାଦୀୟ ବୟାନ ଦେଇଥିଲେ ମହାରଥୀ,ଗତକାଲି ପ୍ରଧାନମନ୍ତ୍ରୀ ବାରିପଦା ରେ ରାଜ୍ୟରେ ମହିଳା ସୁରକ୍ଷିତ ନାହାଁନ୍ତି ବୋଲି କହିବା ପରେ ଆଜି ଇସ୍ତଫା ଦେଇଥାଇ ପାରନ୍ତି ମହାରଥୀ ବୋଲି ଚର୍ଚ୍ଚା ଜୋର ଧରିଲା
ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ବେଳେ ଛଉ ପଡ଼ିଆରେ ନବୀନଙ୍କ ସମ୍ପର୍କରେ କିଛି ବି ମୁହଁ ଖୋଲିଲେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେବଳ ସରକାରର ନାମ ନେଲେ
ଓଡ଼ିଶାରେ ଆୟୁସ୍ମାନ୍ ଯୋଜନା ଲାଗୁକରିବା ପାଇଁ ଓଡିଶା ସରକାରକୁ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି,ଯାହା ଦ୍ୱାରା ସାଧାରଣ ଲୋକ ଏହାର ବିଶେଷ ସୁବିଧା ପାଇପାରିବେ
ପାଞ୍ଚ ବର୍ଷରେ କେନ୍ଦ୍ରରେ ବିଜେପି ସରକାର ଟୀକାକରଣ କୁ ସମ୍ପୂର୍ଣ କରିପାରିଛି