ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଓଡିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପିପିଲିକୁ ମିଳିଛି 6 ସ୍ୱର୍ଣ୍ଣ, 4 ରୌପ୍ୟ ଓ 5 ବ୍ରୋଞ୍ଜ ପଦକ । ବିଜେତା ମାନଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ଅବସରରେ ।

ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଓଡିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପିପିଲିକୁ ମିଳିଛି 6 ସ୍ୱର୍ଣ୍ଣ, 4 ରୌପ୍ୟ ଓ 5 ବ୍ରୋଞ୍ଜ ପଦକ । ବିଜେତା ମାନଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ଅବସରରେ ।

ଆଠଗଡ କୁ ଜିଲା କରିବା ଦାବି ନେଇ ଆଠଗଡ ର୍ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଡ଼ଜାତ ପରିକ୍ରମା ତରଫରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି

ଆଠଗଡ କୁ ଜିଲା କରିବା ଦାବି ନେଇ ଆଠଗଡ ର୍ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଡ଼ଜାତ ପରିକ୍ରମା ତରଫରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି, ଆଠଗଡ କୁ ଭଲ ପାଉଥିବା 10 ଜଣ ଲୋକ ଆଜିର ବୈଠକରେ ଯୋଗଦେଇ ନିଜର ମତାମତ ରଖିଥିଲେ,ଆଗାମୀ ବୈଠକ ସ୍ଥାନୀୟ ସୁଭ ଦୀପା କଲ୍ୟାଣମଣ୍ଡପ ଠାରେ ଆସନ୍ତା ରବିବାର ଦିନ ଅପରାହ୍ନ 3 ଟା ରେ ଅନୁଷ୍ଠିତ ହେବ