ଆଠଗଡ ସାହିତ୍ୟ ସମାଜ ତରଫରୁ ଗୁରୁଜୀ ବିଶ୍ୱନାଥ ଦାସ ଙ୍କ 130 ତମ ଜୟନ୍ତୀ ପାଳିତ
ଆଠଗଡ ସାହିତ୍ୟ ସମାଜ ତରଫରୁ ଗୁରୁଜୀ ବିଶ୍ୱନାଥ ଦାସ ଙ୍କ 130 ତମ ଜୟନ୍ତୀ ପାଳିତ,ଏହି ଉତ୍ସବରେ ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସାହିତ୍ୟିକ,ପ୍ରାବନ୍ଧିକ,ଗାଳ୍ପିକ ବିଜୟ କୁମାର ଦାସ ମୂଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ଼ଃ ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ,ସମ୍ପାଦକ ଲଲାଟେନ୍ଦୁ ସେନାପତି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ବତନ ସଭାପତି […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































