ଚାରିବର୍ଷ ହେଲା ଚାଲିଛି ଖୁଣ୍ଟୁଣି ନରସିଂହପୁର ରାସ୍ତା କାମ,କେବେ ସରିବ ପ୍ରଶାସନ ପାଖରେ ଖବର ନାହିଁ,ରାସ୍ତାକାମ ନିମ୍ନ ମାନର ହେଉଥିବା ସାଧାରଣ ଲୋକ ଙ୍କ ଅଭିଯୋଗ,ଅଭିଯୋଗ କୁ କେହି ଶୁଣିବାକୁ ନାହିଁ,ରାସ୍ତା କାମ ଯୋଗୁ ଚାରି ବର୍ଷରେ ଗଲାଣି 50 ଲୋକଙ୍କ ଜୀବନ

ଆଠଗଡ ରେ ଦୁଇ ବିଜେଡି ର୍ ପ୍ରତିଷ୍ଠା ଦିବସ ପାଳିତ,ମହୋତ୍ସବ ପଡ଼ିଆରେ ପ୍ରତିଷ୍ଠା ଦିବସ ପାଳିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଝୁଲଣ ପଡ଼ିଆରେ ପ୍ରତିଷ୍ଠା ଦିବସ ପାଳିଲେ ଅଭୟ ବାରିକ,ଗୋଟିଏ ଦଳ ,ଦଳକୁ ମଜବୁତ କରିବା ପାଇଁ ଦୁଇଜଣଙ୍କ ସଂଘର୍ଷ ଜାରି