ଫିରିଙ୍ଗିଆ ପୋଲିସ ର ଚଢ଼ାଉ, ପଚାଶ କେଜି ରୁ ଊର୍ଧ୍ଵ ଗଂଜେଇଜବତ,କାରସହ ଡ୍ରାଇଭର ଗିରଫ
ଫୁଲବାଣୀ(ସୁନୀଲ ପଟନାୟକ )ମଙ୍ଗଳବାର ଫିରିଙ୍ଗିଆ ପୋଲିସଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତ୍ତୃତ୍ଵରେ ପୋଲିସ ଟିମ ଡିଂଡିରାଗାଁ ନିକଟ କୁଡୁକିଛକ ରେ ଚଢ଼lଉ କରି ଏକ ପଚାଶ କେଜି ରୁ ଉର୍ଦ୍ଧ ଗଂଜେଇ ଜବତ କରିବା ସହ ଏକ ହୋଣ୍ଡା WR-V0D-02AL6932ମଧ୍ୟ ଜବତ କରିଛି l ବହୁ ପରିମାଣ ର ଗଂଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ପୋଲିସ ଟିମ ଚଢ଼ାଉ କରି ଜବତ କରିବା […]