ଜାମୁ କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ୬ ଆତଙ୍କବାଦୀ ମୃତ
ଜାମୁ କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ୬ ଆତଙ୍କବାଦୀ ମୃତ
ଜାମୁ କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ, ୬ ଆତଙ୍କବାଦୀ ମୃତ
ଭୁବନେଶ୍ୱର, କାଳିଆ ଯୋଜନା ଏକ ଧୂଆଁ ବାଣ ବୋଲି କହିଲା କଂଗ୍ରେସ, ବିଜେପି କହିଲା 2019 ନିର୍ବାଚନ ରେ ବିଜେଡି ପାରି ହେବାକୁ ଏ ଯୋଜନା କରିଛି
ବିଜେପି କୃଷକ ମୋର୍ଚ୍ଚା ର୍ ବିକ୍ଷୋଭ,ଆଠଗଡ ଆଠଗଡ ଓ ବଡମ୍ବା ନିର୍ବାଚନ ମଣ୍ଡଳୀର ବିଜେପି କୃଷକ ମୋର୍ଚାର କର୍ମୀମାନେ ଆଜି ଆଠଗଡ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି,ରାମନାରାୟନ ମହାନ୍ତି ଓ ପ୍ରଦୀପ ସାହାଙ୍କ ନେତୃତ୍ବରେ ଏକ ରାଲି ଶୋଭାଯାତ୍ରା ଆଠଗଡ ସହର ପରିକ୍ରମା କରିବା ପରେ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି, ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଓ ଚାଷୀଙ୍କ ଠାରୁ ଧାନ କିଣା ନହେବା ପ୍ରତିବାଦରେ ବିଜେପି […]
ଆଠଗଡ, ଧାନମଣ୍ଡି ଖୋଲିବାରେ ବିଳମ୍ବ ଓ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କ ଠାରୁ ଧାନ କିଣା ନହେବା ପ୍ରତିବାଦରେ ଆଠଗଡ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ଆଗରେ ବିଜେପି କୃଷକ ମୋର୍ଚା ତରଫରୁ ବିକ୍ଷୋଵ, ଆଠଗଡ ଓ ବଡମ୍ବା ନିର୍ବାଚନ ମଣ୍ଡଳୀ ର୍ ବିଜେପି କୃଷକ ମୋର୍ଚା ଙ୍କ ବିକ୍ଷୋଭ
କଟକ,ହାଇକୋର୍ଟ ର୍ ଶୀତକାଳୀନ ଛୁଟି ,ଜାନୁଆରୀ ଦୁଇ ତାରିଖରେ ଖୋଲିବ ହାଇକୋର୍ଟ
ନୂଆଦିଲ୍ଲୀ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ସ୍ଥଗିତ,ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରୀ ମହେଶ ଶର୍ମା,ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଙ୍କ ପରାମର୍ଶକୁ ସଠିକ ଭାବେ ପାଳନ କରାନଯିବା ଯୋଗୁ ପ୍ରକଳ୍ପ ସ୍ଥଗିତ ରଖାଗଲା
ନୂଆଦିଲ୍ଲୀ, କେନ୍ଦ୍ରର ନିଷ୍ପତ୍ତି, କଂପ୍ୟୁଟର ଉପରେ ରଖିବ ଗୁଇନ୍ଦା ନଜର,ଏହାକୁ ନେଇ ରାଜନୈତିକ ଝଡ଼ ହେବାର ସମ୍ଭାବନା
ଭୁବନେଶ୍ୱର, କୃଷି ଋଣ ଛାଡ଼କୁ ମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଏହା ବଦଳରେ କାଳିଆ ଯୋଜନା ଲାଗୁ କରାଯିବ,ଦଶ ହଜାର କୋଟି ଟଙ୍କା ଏହି ଯୋଜନାରେ ଚାଷୀଙ୍କୁ ପ୍ରଦାନ କରାଯିବ
କଂଗ୍ରେସ ବନ୍ଧୁ ମିଳନ ଓ ଚିନ୍ତନ ବୈଠକ, ଆଠଗଡକଂଗ୍ରେସ ଦଳ ତରଫରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବନ୍ଧୁ ମିଳନ ଓ ଚିନ୍ତନ ବୈଠକ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି,କଂଗ୍ରେସ ନେତା ଉମା ବଲଭ ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ନିର୍ବାଚନ ମଣ୍ଡଳୀ ର୍ ଦୁଇ ଶହରୁ ଉର୍ଦ୍ଧ କଂଗ୍ରେସ କର୍ମୀ,ଛାମୁଆ ନେତା ମାନେ ଯୋଗଦେଇ ନିଜର ମତାମତ ରଖିଥିଲେ,ଆଗାମୀ ଦିନରେ ଆଠଗଡ ରେ କଂଗ୍ରେସ କୁ ପୁନର୍ବାର ଜିତା ଇବାକୁ ପଡିବ ସେଥିପାଇଁ […]
ଆଠଗଡ, ସରସ୍ୱତୀ ଶିଶୁ ମନ୍ଦିର ର୍ ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଉଦଘାଟନ କଲେ,ଦୁଇଦିନ ଧରି ଅନୁଷ୍ଠିତ ହେବ ରୌପ୍ୟ ଜୟନ୍ତୀ ସମାରୋହ