କଟକରେ ବିଜେପି ର ବିକ୍ଷୋଭ
ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗତ ଫେବୃଆରୀ 28 ତାରିଖରେ ଭାଜପା ଯୁବମୋର୍ଚା ତରଫରୁ ହୋଇଥିବା ଶୋଭାଯାତ୍ରାରେ ପୋଲିସ ଆକ୍ରମଣ ପରଠାରୁ ଆଜି ଯାଏଁ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ତଥା ଏସବୁ ବିଷୟକୁ ନେଇ ଗତକାଲି କଟକର ସମସ୍ତ ଥାନାରେ ପୋଲିସ ଡିଜି, ଭୁବନେଶ୍ୱର କଟକ ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି ଙ୍କ ବିରୁଦ୍ଧରେ ଦିଆଯାଇଥିବା ଏତାଲା ବର୍ତମାନ ମାନ ଯାଏ ଗ୍ରହଣ ନହେବା ପ୍ରତିବାଦ ରେ ଆଜି ମାର୍ଚ୍ଚ 4 […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































