କୋହ୍ଲଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ‘ମାତୃଭାଷା ଦିବସ’ଅନୁଷ୍ଠିତ ହୋଇଯାଇଛି
ଆଜି କୋହ୍ଲଣ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟ ଡ଼କ୍ଟର ହରିହର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ମାତୃଭାଷା ଦିବସ ଅନୁଷ୍ଠିତ ହୋଇଯାଇଛି |ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ଚକ୍ରଧରପୁରର ଓଡ଼ିଆ ଭାଷା ଆନ୍ଦଳନର ଜଣେ ଅଗ୍ରଦୂତ କର୍ମକର୍ତ୍ତା ଶ୍ରୀଯୁକ୍ତ ମାନବେନ୍ଦ୍ର ମିଶ୍ର |ଡ଼କ୍ଟର ପ୍ରଧାନ ମାତୃଭାଷାର ପ୍ରଚାର ଓ ପ୍ରସାର ଦିଗରେ ବକ୍ତବ୍ୟ ରଖି ମାତୃଭାଷାର ବିକାଶ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସଂକଳ୍ପ କରାଇଥିଲେ |ଏବଂ ଶ୍ରୀଯୁକ୍ତ ମିଶ୍ର ମାତୃଭାଷାକୁ କିପରି ବିଛିନାଞ୍ଚଳ ମାନଙ୍କରେ […]