ଜିଲ୍ଲା ନାଗରିକ ମଞ୍ଚ ର ନୂତନ କର୍ମକର୍ତା
ଫୁଲବାଣୀ – (ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ନାଗରିକ ମଞ୍ଚ ର ଏକ ସାଧାରଣ ବୈଠକ ସ୍ଥାନୀୟ ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା l ଆବାହକ ସୁନୀଲ ପଟନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ସଭାପତି ଡ଼ଃ ଅରୂପ ଜେନା ସଭା ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନବୀନ କିଶୋର ପଣ୍ଡା, ନବ କୃଷ୍ଣ ରଥ, ଜାକିର ଉଲ୍ଲା ଖାନ, ଅବନୀ କଂହର, ପ୍ରଣବ ମଣ୍ଡଳ ପ୍ରମୁଖ […]