ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନିୟମିତତା ଅଭିଯୋଗ : ଠିକାଦାର ଓ ଯନ୍ତ୍ରୀ ମଧ୍ଯରେ ମଧୁଚଦ୍ରିକା
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ଥିବା ୫୯ ନଂ.ଜାତୀୟ ରାଜପଥ ଠାରୁ ଚିଙ୍ଗିରୀଗାଁ ପର୍ଯ୍ୟନ୍ତ ନିର୍ମାଣ ଚାଲୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। କାମ ଆରମ୍ଭ ରେ ଠିକାଦାର କାର୍ଯ୍ୟ ର ଫଳକ ଲଗାଇବା କଥା କିନ୍ତୁ ତାହା ବର୍ତ୍ତମାନ କାମ ଅଧା ହେବାକୁ ଗଲାଣି ଫଳକ ଦେଖିବାକୁ ମିଳୁନାହିଁ। ଯାହା ଫଳରେ କାର୍ଯ୍ୟ ର ଅଟକଳ ମୂଲ୍ୟ କେତେ, ରାସ୍ତା ର […]