ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଲା ବିଜେପି, ବିଜେପି କର୍ମୀ ପୋଲିସ ଠେଲାପେଲା
ଆଠଗଡ (ଉଲ୍ଲାପ୍ର )ଆଠଗଡ ରେ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ନେଇ ଆଠଗଡ ବ୍ଲକ ଘେରିଛି ବିଜେପି, ବିଜେପି ନେତା ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ୱରେ ଆଠଗଡ ବିଜେପି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଆଠଗଡ ବ୍ଲକ କାର୍ଯ୍ୟାଳୟ ଆଗରେ ପହଞ୍ଚି ଥିଲେ ବିଜେପି କର୍ମୀମାନେ, ସେଠାରେ ପୋଲିସ ବ୍ଲକ ଗେଟକୁ ବନ୍ଦ କରିଦେଇଥିବା ବେଳେ ବିଜେପି କର୍ମୀମାନେ ଧସେଇ ପଶିଥିଲେ ବ୍ଲକ ଭିତରକୁ, ଏହାପରେ ଆଠଗଡ ଡ଼ିଏସପି ବିଜୟ ବିଶି ଓ […]
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































