ସମସ୍ତ ଙ୍କ ପାଇଁ ଶିକ୍ଷା କିସ ଓ କିଟ ପକ୍ଷରୁ ମିନି ମାରାଥନ
ଫୁଲବାଣୀ (ସୁନୀଲ ପଟନାୟକ )କିସ ଓ କିଟ ଫାଉଂଡେସନ ର ରୋପ୍ୟ ଜୟନ୍ତୀ ଅବସରରେ ସମସ୍ତ ଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ରବିବାର ସଦର ମହକୁମା ଫୁଲବାଣୀ ଠାରେକିସ ପକ୍ଷରୁ ଏକ ମିନିମାରାଥାନ ର ଆୟୋଜନ କରାଯିବାସହ ସ୍ଥାନୀୟ କରୋନେସନ ପଡିଆ ଠାରେ ଏକ ସଭା ର ଆୟୋଜନ କରାଯାଇଥିଲା lବରିଷ୍ଠ ସାମ୍ବାଦିକ ତଥା ଜିଲାକ୍ରୀଡ଼ା ସଙ୍ଘ ସମ୍ପାଦକ ଶିବ ପ୍ରସାଦତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷାବିଭାଗ ଅଧିକାରୀ ପ୍ରମୋଦ କୁମାର […]